୧୯୯୧ର ଓଡ଼ିଆ କଥାଚିତ୍ର From Wikipedia, the free encyclopedia
କି ହେବ ଶୁଆ ପୋଷିଲେ, ୧୯୯୧ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[2] ରବି ସ୍ୱାଇଁ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ପ୍ରଯୋଜନା କରିଥିଲେ ।[3] ବିଜୟ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବସନ୍ତ ସାହୁ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[4]
କି ହେବ ଶୁଆ ପୋଷିଲେ | |
---|---|
ନିର୍ଦ୍ଦେଶକ | ବସନ୍ତ ସାହୁ |
ପ୍ରଯୋଜକ | ରବି ସ୍ୱାଇଁ |
ସଂଳାପ | ବିଜୟ ମିଶ୍ର |
ଚିତ୍ରନାଟ୍ୟ | ବସନ୍ତ ସାହୁ |
କାହାଣୀ | ରବି ସ୍ୱାଇଁ |
କଳାକାର | ବିଜୟ ମହାନ୍ତି ଅନୀତା ଦାସ ଉତ୍ତମ ମହାନ୍ତି ନୂପୁର ଘୋଷ ମିହିର ଦାସ |
ସଙ୍ଗୀତ | ସ୍ୱରୂପ ନାୟକ |
ଚିତ୍ରଗ୍ରହଣ | ମଧୂକର ଏସ୍. ରାଓ |
ସମ୍ପାଦକ | ଦେବେନ ମିଶ୍ର |
ମୁକ୍ତିଲାଭ ତାରିଖ | ୯ ଜୁଲାଇ ୧୯୯୧[1] |
କଥାଚିତ୍ରର ସମୟ | ୧୫୪ ମିନିଟ୍ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ବିଜୟ ମହାନ୍ତି, ଅନୀତା ଦାସ[5], ଉତ୍ତମ ମହାନ୍ତି, ନୂପୁର ଘୋଷ, ମୁନ୍ନା ଖାନ୍, ଅରୁଣା, ଜୟୀରାମ ସାମଲ, କାନ୍ତ ସିଂହ, ନିହାର ସାମଲ, ସସ୍ମିତା ପ୍ରଧାନ, ଦେବୁ ବୋଷ, ନିତ୍ୟାନନ୍ଦ ମିଶ୍ର, ଗୀତା ରାଓ, ଅସୀତ ପତି, ମଧୁମିତା, ବ୍ୟୋମୋକେଶ ତ୍ରିପାଠୀ, ବସନ୍ତ ସାମଲ, ଶେଖର ଘୋଷ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ ନାୟକ । ସୁରେଶ ପରିଡ଼ା ଏବଂ ସ୍ୱରୂପ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସୁବାସ ଦାସ, ଅନୁପମା ଦେଶପାଣ୍ଡେ, ଦେବାଶିଷ ମହାପାତ୍ର, ଜୟଶ୍ରୀ ଶିବରାମ, ଉର୍ସୁଲା ବାଜ୍ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
କ୍ରମ | ଗୀତ | ସମୟ |
---|
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.