From Wikipedia, the free encyclopedia
ଲୋକକଳା ହେଉଛି ଲୋକ ସଂସ୍କୃତିର ଜୀବନ୍ତ ବାର୍ତ୍ତାବହ । ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ଲୋକନାଟ, ସଙ୍ଗୀତ, ହାତବୁଣା ଲୁଗା, କାଠ, ପଥର ଆଦିରେ ଖୋଦା/ଅଙ୍କା ଚିତ୍ର ଆଦି ଦେଖିବାକୁ ମିଳିଥାଏ । ଏହି ସବୁରେ କେବଳ ସେହି ଅଞ୍ଚଳର ଲୋକଙ୍କର କଳାନିପୁଣତା ନଥାଏ ବରଂ ସେଠାକାର ଲୋକ ଚଳଣି ଓ ଭାଷାର ଝଲକ ମଧ୍ୟ ଦେଖିବାକୁ ମିଳିଥାଏ ।
ଓଡ଼ିଶାରେ ପରମ୍ପରା କ୍ରମେ ପ୍ରଚଳିତ ହୋଇ ଆସିଥିବା ଲୋକନାଟ ଗୁଡ଼ିକ ତଳେ ବର୍ଣ୍ଣନା କରାଗଲା:
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.