ଓଡ଼ିଶାର ଜିଲ୍ଲା, ଭାରତ From Wikipedia, the free encyclopedia
ଢେଙ୍କାନାଳ ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ଢେଙ୍କାନାଳ ସହର ଏହି ଜିଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ କାର୍ଯ୍ୟାଳୟ ଆଉ ବେସରକାରୀ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟସବୁ ଅଛି ।
ଢେଙ୍କାନାଳ | |
---|---|
ଜିଲ୍ଲା | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକ ସଭା | ଢେଙ୍କାନାଳ |
ଭାଷା | ଓଡ଼ିଆ, ଇଂରାଜୀ,ହୋ |
ବିଧାନ ସଭା | ୪ଟି ଆସନ
|
Area | |
• ଜିଲ୍ଲା | 4452 km2 (1,719 sq mi) |
Population (୨୦୧୧) | |
• ଜିଲ୍ଲା | ୧୧୯୨୯୪୮ |
• Density | 268/km2 (690/sq mi) |
• Urban | ୧୧୭୨୩୪ |
• Rural | ୧୦୭୫୭୧୪ |
Time zone | IST (+୫.୩୦) |
ଡାକ କୋଡ଼ (ପିନ୍) | ୭୫୯ xxx |
ତାର (ଏସ୍.ଟି.ଡ଼ି) | ୦୬୭୬୨ |
ଯାନବାହାନ ପଞ୍ଚୀକରଣ | OD-06 |
ଜିଲ୍ଲାପାଳ | ରୁପା ରୋଶନ ସାହୁ |
Website | Official website |
ଏହା ଗଡ଼ଜାତ ରାଜା ଢେ଼ଙ୍କ ଶବରଦ୍ୱାରା ସ୍ଥାପିତ ହୋଇଥିଲା
ଢେଙ୍କାନାଳ ଜିଲ୍ଲାର ଉତ୍ତାର-ପୂର୍ବାଂଶରେ ପର୍ବତଶ୍ରେଣୀ ରହିଛି । ମାଲ୍ୟଗିରି ପର୍ବତ ଏହି ଅଂଶରେ ଅବସ୍ତିତ ।
୨୦୧୧ ଜନଗଣନା [1] ଅନୁସାରେ ଢେଙ୍କାନାଳ ଜିଲ୍ଲାର ଲୋକସଂଖ୍ୟା ୧୧,୯୨,୯୪୮ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୦,୭୫,୭୧୪ ଓ ସହରାଞ୍ଚଳରେ ୧,୧୭,୨୩୪ ଲୋକ ବାସ କରନ୍ତି [2] ।
ସୂଚନା:
ବି: ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌ: ପୌର ପରିଷଦ, ମ: ମହାନଗର ନିଗମ
* ଚିହ୍ନିତ ସଭ୍ୟମାନେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଦଳ ତରଫରୁ ନିର୍ବାଚନ ଜିତିଥିଲେ ।
# | !ନିର୍ବାଚନ ମଣ୍ଡଳୀ | ଆରକ୍ଷଣ | ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି ) | ୧୪ଶ ବିଧାନ ସଭା ସଦସ୍ୟ | ରାଜନୈତିକ ଦଳ | |
---|---|---|---|---|---|---|
୫୫ | ଢେଙ୍କାନାଳ | ଅଣ ସଂରକ୍ଷିତ | ଢେଙ୍କାନାଳ (ପୌ), ଗନ୍ଦିଆ, ଢେଙ୍କାନାଳ (ଅଂଶ) | ନବୀନ ନନ୍ଦ | ବିଜଦ* | |
୫୬ | ହିନ୍ଦୋଳ | ଅନୁସୂଚିତ ଜାତି | ହିନ୍ଦୋଳ, ଓଡ଼ାପଡ଼ା | ସୀମାରାଣୀ ନାଏକ | ବିଜଦ | |
୫୭ | କାମାକ୍ଷାନଗର | ଅଣ ସଂରକ୍ଷିତ | କାମାକ୍ଷାନଗର (ବି), ଭୁବନ (ବି), ଭୁବନ, କାମାକ୍ଷାନଗର (ଅଂଶ), ଢେଙ୍କାନାଳ (ଅଂଶ) | ପ୍ରଫୁଲ୍ଲ କୁମାର ମଲିକ | ବିଜଦ | |
୫୮ | ପର୍ଜଙ୍ଗ | ଅଣ ସଂରକ୍ଷିତ | ପର୍ଜଙ୍ଗ, କଙ୍କଡ଼ାହାଡ଼, କାମାକ୍ଷାନଗର (ଅଂଶ) | ନୃସିଂହ ସାହୁ | ବିଜଡି |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.