୨୦୦୩ର ଓଡ଼ିଆ କଥାଚିତ୍ର From Wikipedia, the free encyclopedia
ସୁବାସ ଦାସଙ୍କ ନିର୍ଦ୍ଦେଶନାରେ[1] ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର 'ଅ ଆକାରେ ଆ' ୨୦୦୩ ମସିହାରେ ମୁକ୍ତିଲାଭ କରିଥିଲା ।[2] ଚଳନ୍ତି ଶିକ୍ଷା ବ୍ୟବସ୍ଥା ଉପରେ ଏହି ଚଳଚ୍ଚିତ୍ରଟିରେ କଟାକ୍ଷ କରାଯାଇଛି ।[3] ନାୟିକା ମିନି, ନିଜେ ଜଣେ ଶିକ୍ଷୟତ୍ରୀ ହୋଇ ଧରାବନ୍ଧା ଶିକ୍ଷା ବ୍ୟବସ୍ଥାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଛି ।[4] ଏହି ଚଳଚ୍ଚିତ୍ରଟି ବହୁ ଜାତୀୟ ଓ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ଓ ପୁରସ୍କୃତ ହୋଇଛି ।[5]
ଅ ଆକାରେ ଆ | |
---|---|
ନିର୍ଦ୍ଦେଶକ | ସୁବାସ ଦାସ |
ପ୍ରଯୋଜକ | ସୁବାସ ଦାସ |
ସଂଳାପ | ସୁବାସ ଦାସ |
କଳାକାର | ଦେବୁ ବୋଷ, ଦେବୀ ଦାସ, ଚୌଧୁରୀ ଜୟପ୍ରକାଶ ଦାସ |
ସଙ୍ଗୀତ | ବିଦ୍ୟାଧର ସାହୁ |
ଚିତ୍ରଗ୍ରହଣ | ଯୁଗଳ ଦେବତା |
ସମ୍ପାଦକ | ଗଦାଧର ପୁଟୀ |
ମୁକ୍ତିଲାଭ ତାରିଖ | ୨୦୦୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଓଡ଼ିଆଚଳଚ୍ଚିତ୍ର ‘ଅ ଆକାରେ ଆ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.