ପାର୍ବତୀ
ହିନ୍ଦୁ ଦେବୀ / From Wikipedia, the free encyclopedia
ପାର୍ବତୀ ହିନ୍ଦୁ ଦେବୀ ଭାବରେ ପୁଜ୍ୟ।ମହାଦେବ ଶିବଙ୍କ ସ୍ତ୍ରୀ ଓ ମହାଦେବୀ ଭାବରେ ପ୍ରଖ୍ୟାତ । ପାର୍ବତୀଙ୍କ ମାତାଙ୍କ ନାମ ମେନକା । ସେ ହିମାଳୟଙ୍କ ପୁତ୍ରି ଓ ଗଣେଶ ଓ କାର୍ତ୍ତିକେୟଙ୍କ ମାତା । ଉମା, ଗୌରୀ, ଅମ୍ବିକା, ଭବାନୀ ନାମରେ ମଧ୍ୟ ସେ ପୂଜାପାଇଥାନ୍ତି । ପାର୍ବତୀଙ୍କ ଜନ୍ମ ହୋଇଥିବା ଶୁଣି ଦେବର୍ଷି ନାରଦ ହିମାଳୟଙ୍କ ଘରକୁ ଆସିଥିଲେ । ହିମାଳୟ ପଚାରିବାରୁନାରଦ ହିମାଳୟଙ୍କୁ ପାର୍ବତୀଙ୍କ ବିଷୟରେ କହିଥିଲେ ଯେ,ଆପଣଙ୍କ କନ୍ୟା ସର୍ବ ସୁଲକ୍ଷଣା ଓ ତାଙ୍କର ବିବାହ ଭଗବାନ ଶିବଙ୍କ ସହ ହେବ । କିନ୍ତୁ ମହାଦେବଙ୍କୁ ପତି ରୂପରେ ପାଇବାକୁ ତୁମ ପୁତ୍ରିଙ୍କୁ ଘୋର ତପସ୍ୟା କରିବାକୁ ପଡ଼ିବ।
Quick Facts ପାର୍ବତୀ, ସଂସ୍କୃତ ଅନୁବାଦ ...
ପାର୍ବତୀ | |
---|---|
ମହାଶକ୍ତି | |
ସଂସ୍କୃତ ଅନୁବାଦ | Pārvatī(ପାର୍ବତୀ) |
ଉପାଧି | ଦେବୀ |
ବାସସ୍ଥାନ | ହିମାଳୟ, କୈଳାସ ପର୍ବତ |
ମନ୍ତ୍ର | Om Aim Hreem Kleem Chamundai Vicche |
ଅସ୍ତ୍ର | ତ୍ରିଶୁଳ, ଶଙ୍ଖ, ଚକ୍ର,ଗଦା, ପଦ୍ମ(କଇଁ) |
ସାଥି | ଶିବ |
ବାହନ | ସିଂହ (କେତେକ ରୂପରେ ବାଘ ) |
Close