ଏନଫୁଭିରଟାଇଡ
From Wikipedia, the free encyclopedia
ଏନଫୁଭିରଟାଇଡ (ଇଂରାଜୀ ଭାଷାରେ Enfuvirtide), ଫୁଜୁନ୍ ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଏଚଆଇଭି/ଏଡସ ରୋଗର ପ୍ରତିଷେଧ ଓ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[1] ଏହି ଔଷଧର ପ୍ରତିରୋଧ ଘଟିଲେ ଅନ୍ୟାନ୍ୟ ଔଷଧମାନଙ୍କ ସହିତ ଏକତ୍ର ବ୍ୟବହୃତ ହୁଏ ।[2] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[1]
![]() | |
Clinical data | |
---|---|
Trade names | Fuzeon |
AHFS/Drugs.com | monograph |
MedlinePlus | a603023 |
data |
|
Pregnancy category |
|
Routes of administration | Subcutaneous (SC) |
Legal status | |
Legal status |
|
Pharmacokinetic data | |
Bioavailability | 84.3% (SC) |
Protein binding | 92% |
Metabolism | Liver |
Elimination half-life | 3.8 hours |
Excretion | unknown |
Identifiers | |
ECHA InfoCard | 100.169.201 ![]() |
Chemical and physical data | |
Formula | C204H301N51O64 |
Molar mass | ୪,୪୯୧.୯୫ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ ନେଇଥିବା ସ୍ଥାନରେ ଯନ୍ତ୍ରଣା, ପ୍ରାନ୍ତୀୟ ସ୍ନାୟୁ କ୍ଷତି ଏବଂ ଓଜନ ହ୍ରାସ ହୁଏ ।[2] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଓଷ୍ଟିଓନେକ୍ରୋସିସ, ଯକୃତ ସମସ୍ୟା, ଆଲର୍ଜି ପ୍ରତିକ୍ରିୟା ଏବଂ ଇମ୍ୟୁନ ରିଆକ୍ଟିଭେସନ ସିଣ୍ଡ୍ରୋମ ହୋଇପାରେ ।[2] [3] ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ ଏହାର ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[4] ଏହା ଏକ ଏଚ.ଆଇ.ଭି ଫ୍ୟୁଜନ୍ ନିରୋଧକ ।[1]
୨୦୦୩ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଏନଫୁଭିରଟାଇଡ ଅନୁମୋଦିତ ହୋଇଥିଲା ।[1] [2] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହା ପିଛା ମାସକୁ ପ୍ରାୟ ୧୧୦୦ ପାଉଣ୍ଡ ଖର୍ଚ୍ଚ ହେଉଥିଲା ।[5] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୫୦୦ ଡଲାର ଅଟେ ।[6]