ମହିଳା କ୍ରିକେଟ ଖେଳାଳି From Wikipedia, the free encyclopedia
ହରମନପ୍ରୀତ କୌର(ପଞ୍ଜାବୀ: ਹਰਮਨਪ੍ਰੀਤ ਕੌਰ; ମାର୍ଚ୍ଚ ମାସ ୮ ତାରିଖରେ ମୋଗା, ପଞ୍ଜାବ)ଜନ୍ମ ଗ୍ରହଣ କରିଥିଲେ।ସେ ଜଣେ ଭାରତୀୟ କ୍ରିକେଟର, ଯେକି ୨ଟି ଟେଷ୍ଟ ସିରିଜ,୪୯ ୱମେନ ୱାନ-ଡେ ଇଣ୍ଟରନ୍ୟାସନାଲସ୍ ଏବଂ ୫୩ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚଭାରତ ପାଇଁ ଖେଳିଛନ୍ତି।[1][2] [3][4]
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | Harmanpreet Kaur Bhullar | |||||||||||||||||||||||||||||||||||||||||||||||||||||||||||||||||
ଜନ୍ମ | Moga, Punjab, India | ୮ ମାର୍ଚ୍ଚ ୧୯୮୯|||||||||||||||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | ଡାହାଣ ହାତୀ ବ୍ୟାଟିଂ | |||||||||||||||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | Right-arm medium fast | |||||||||||||||||||||||||||||||||||||||||||||||||||||||||||||||||
ଭୂମିକା | ବ୍ୟାଟ୍ସମ୍ୟାନ | |||||||||||||||||||||||||||||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଟେଷ୍ଟ | ୧୩ ଅଗଷ୍ଟ ୨୦୧୪ v ଇଂଲଣ୍ଡ | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଟେଷ୍ଟ | ୧୬ November ୨୦୧୪ v ସାଉଥ ଆଫ୍ରିକା | |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଦିନିକିଆ (cap ୬) | ୭ ମାର୍ଚ୍ଚ ୨୦୦୯ v ପାକିସ୍ତାନ | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଦିନିକିଆ | ୧୭ ଫେବୃୟାରୀ ୨୦୧୬ v ଶ୍ରୀଲଙ୍କା | |||||||||||||||||||||||||||||||||||||||||||||||||||||||||||||||||
ଦିନିକିଆ ଜାମା ନମ୍ବର | ୮୪ | |||||||||||||||||||||||||||||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
Years | Team | |||||||||||||||||||||||||||||||||||||||||||||||||||||||||||||||||
୨୦୦୮ | Leicestershire Women | |||||||||||||||||||||||||||||||||||||||||||||||||||||||||||||||||
2006/07-2013/14 | ପଞ୍ଜାବ ୱମେନ | |||||||||||||||||||||||||||||||||||||||||||||||||||||||||||||||||
୨୦୧୩/୧୪-present | Railways Women | |||||||||||||||||||||||||||||||||||||||||||||||||||||||||||||||||
୨୦୧୬- | Sydney Thunder | |||||||||||||||||||||||||||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: ESPNcricinfo, ଜୁନ ୨୪, ୨୦୧୬ |
ସେ ପ୍ରଥମ ଦିନିକିଆ ମ୍ୟାଚ ୨୦ ବର୍ଷ ବୟସରେ ପାକିସ୍ତାନ ମହିଳା କ୍ରିକେଟ ଦଳ ବିପକ୍ଷରେ ମାର୍ଚ୍ଚ ୨୦୦୯ ମସିହାରେ ୨୦୦୯ ମହିଳା ଅନ୍ତର୍ଜାତୀୟ ୱାଲର୍ଡ କପ ବର୍ଦ୍ଧମାନ ଓଭାଲ,ବୋବ୍ରାଲଠାରେ ଖେଳିଥିଲେ । ସେ ସେହି ମ୍ୟାଚରେ ୪ ଓଭରରେ ୧୦ ରନ ସଂଗ୍ରହ କରିଥିଲେ ଏବଂ ଆରମାନ ଖାନଙ୍କ କ୍ୟାଚ ଧରିଥିଲେ ଅମିତା ଶର୍ମାଙ୍କ ସପକ୍ଷରେ।[5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.