ସ୍ୱରୂପ କୁମାର ଦାସ
ଓଡ଼ିଆ ରାଜନୀତିଜ୍ଞ / From Wikipedia, the free encyclopedia
ସ୍ୱରୂପ କୁମାର ଦାସ (ଜନ୍ମ: ୧୧ ଅପ୍ରେଲ ୧୯୭୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୦ ମସିହାରେ ହୋଇଥିବା ଉପ-ନିର୍ବାଚନରେ ସେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
Quick Facts ସ୍ୱରୂପ କୁମାର ଦାସ, ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା ...
ସ୍ୱରୂପ କୁମାର ଦାସ | |
---|---|
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୦ ନଭେମ୍ବର ୨୦୨୦ – ଏବେଯାଏଁ | |
ପୂର୍ବ ଅଧିକାରୀ | ମଦନ ମୋହନ ଦତ୍ତ |
ପର ଅଧିକାରୀ | ମାନସ କୁମାର ଦତ୍ତ |
ନିର୍ବାଚନ ମଣ୍ଡଳୀ | ବାଲେଶ୍ୱର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | (1970-04-11) ୧୧ ଅପ୍ରେଲ ୧୯୭୦ (ବୟସ ୫୪) |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ସାଗରିକା ବାରିକ |
ବାପା/ବୋଉ | ଧିରେନ୍ଦ୍ର ପ୍ରସାଦ ଦାସ (ବାପା) |
ବୃତ୍ତି | ରାଜନୀତିଜ୍ଞ |
Close