![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/2/25/Sun_in_Sunderbans.jpg/640px-Sun_in_Sunderbans.jpg&w=640&q=50)
ସୁନ୍ଦରବନ
ବଙ୍ଗଳାର ଗ୍ରୀଷ୍ମମଣ୍ଡଲିୟ ଅଂଚଳ / From Wikipedia, the free encyclopedia
ସୁନ୍ଦରବନ ହେଉଛି ବିଶ୍ୱର ସର୍ବ ବୃହତ ହେନ୍ତାଳ ବନ ।[1] ଗଙ୍ଗା, ବ୍ରହ୍ମପୁତ୍ର ନଦୀ ଓ ମେଘନା ନଦୀର ଅବବାହିକାକୁ ନେଇ ପଶ୍ଚିମବଙ୍ଗର ପ୍ରଗଣା ଜିଲ୍ଲାକୁ ଲାଗି ବଙ୍ଗୋପସାଗର କୂଳରେ ରହିଛି ୧୦ ହଜାର ବର୍ଗ କି.ମି. ପରିବ୍ୟାପ୍ତ ଏହି ସୁନ୍ଦରବନ । ଭାରତ ଓ ବଙ୍ଗଳାଦେଶ ସୀମାରେ ଅବସ୍ତିତ ଏହି ସୁନ୍ଦରବନକୁ ୟୁନେସ୍କୋ ପକ୍ଷରୁ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନିତ କରାଯାଇଛି । ସୁନ୍ଦରୀ ଗଛ ବା ବନ ଦେଖିବାକୁ ମିଳୁଥିବାରୁ ଏହାର ନାମ ସୁନ୍ଦରବନ ରଖାଯାଇଛି ବୋଲି କୁହାଯାଏ । ବହୁ ସଂଖ୍ୟାରେ ସୁନ୍ଦରୀ (ହେରିଟୈରା ଫୋମ୍ସ) ଗଛ ଏଠରେ ଦେଖିବାକୁ ମିଳେ । [2][3]
![Thumb image](http://upload.wikimedia.org/wikipedia/commons/thumb/2/27/Bengal_Tiger_Karnataka.jpg/640px-Bengal_Tiger_Karnataka.jpg)
Quick Facts ସୁନ୍ଦରବନ, ଅବସ୍ଥାନ ...
ସୁନ୍ଦରବନ | |
---|---|
সুন্দরবন | |
![]() | |
Location in Bangladesh | |
ଅବସ୍ଥାନ | ଖୁଲନା ବିଭାଗ, ବଙ୍ଗଳାଦେଶ |
ପାଖ ସହର | ଖୁଲନା, ସତଖିର, ବାଗେରହତNearest city: ଖୁଲନା, ସତଖିର, ବାଗେରହତ |
ଦିଗବାରେଣି | 21°56′59″N 89°10′59.988″E |
କ୍ଷେତ୍ରଫଳ | 139,500 ha (345,000 acres) |
ସ୍ଥାପିତ | ୧୯୯୧ Established: ୧୯୯୧ |
ପରିଚାଳନା | ବଙ୍ଗଳାଦେଶ ସରକାର |
Close