ସୁନ୍ଦରଗଡ଼ ଜିଲ୍ଲା, ଓଡ଼ିଶାର ଉତ୍ତର-ପଶ୍ଚିମରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ସୁନ୍ଦରଗଡ଼ ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର ।`

Quick Facts ସୁନ୍ଦରଗଡ଼, ଦେଶ ...
ସୁନ୍ଦରଗଡ଼
ଜିଲ୍ଲା
Thumb
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାସୁନ୍ଦରଗଡ଼
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭା୭ଟି ଆସନ:
Area
  ଜିଲ୍ଲା9712 km2 (3,750 sq mi)
Population
 (୨୦୧୧)
  ଜିଲ୍ଲା୨୦୮୦୬୬୪
  Rankଓଡ଼ିଶାରେ ଷଷ୍ଠ (୬/୩୦)
  Urban
୭୩୮୬୩୩
  Rural
୧୩୪୨୦୩୧
   ବର୍ଷରୁ କମ ଶିଶୁ
୨୪୯୦୨୦
Time zoneIST (+୫.୩୦)
ଡାକ କୋଡ଼ (ପିନ୍)
୭୬୯ xxx, ୭୭୦ xxx
ତାର (ଏସ୍.ଟି.ଡ଼ି)୦୬୬୨୨, ୦୬୬୨୧, ୦୬୬୧
ଯାନବାହାନ ପଞ୍ଚୀକରଣOD-16, OD-14
ଜିଲ୍ଲାପାଳଶ୍ରୀ ନିଖିଲ ପବନ କଲ୍ୟାଣ
WebsiteOfficial website
Close

ଇତିହାସ

୧୯୪୮ମସିହା ଜାନୁଆରୀ ପହିଲା ଦିନ ସୁନ୍ଦରଗଡ଼ ଏକ ନୂଆ ଜିଲ୍ଲାର ପରିଚୟ ପାଇଥିଲା୤

ଭୂଗୋଳ

ଓଡ଼ିଶାର ଉତ୍ତର-ପଶ୍ଚିମଭାଗରେ ଅବସ୍ଥିତ ସୁନ୍ଦରଗଡ଼ ଜିଲ୍ଲାର ଆୟତନ ୯,୭୧୨ ବର୍ଗ କିମି ।[1]

ଅବସ୍ଥିତି

ମୁଖ୍ୟ ନଦୀ ଓ ଶାଖାନଦୀ

ଜନସଂଖ୍ୟା

୨୦୧୧ ଜନଗଣନା [2] ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲାର ମୋଟ ଲୋକସଂଖ୍ୟା ୨୦,୮୦,୬୬୪ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୩,୪୨,୦୩୧ ଓ ସହରାଞ୍ଚଳରେ ୭,୩୮,୬୩୩ ଲୋକ ବାସ କରନ୍ତି [3]

  • ପୁରୁଷ: ୧୦,୫୫,୭୨୩
  • ମହିଳା: ୧୦,୨୪,୯୪୧
    • ଛ ବର୍ଷରୁ କମ: ୨,୪୯,୦୨୦
  • ସାକ୍ଷରତା ହାର: ୭୪.୧୩%
    • ପୁରୁଷ: ୮୨.୧୩%
    • ମହିଳା: ୬୫.୯୩%

ପ୍ରଶାସନିକ ବିଭାଗ

  • ଉପଖଣ୍ଡ (ସବ୍ ଡିଭିଜନ): ୦୩
  • ତହସିଲ: ୦୯
  • ବ୍ଳକ: ୧୭
  • ଗ୍ରାମ: ୧୭୪୪

ଯୋଗାଯୋଗ

ଗମନାଗମନ

  • ନିକଟତମ ରେଳ ଷ୍ଟେସନ: ୩୫ କିମି ଦୁରରେ ଝାରସୁଗୁଡ଼ାଠାରେ ଅବସ୍ଥିତ ୤
  • ନିକଟତମ ବିମାନଘାଟି: ୨୭ କିମି ଦୁରରେ ଝାରସୁଗୁଡ଼ା ବିମାନ ବନ୍ଦର ଅବସ୍ଥିତ ୤

ଡାକ ଓ ତାର

ଶିକ୍ଷା

  • ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ ରାଉରକେଲା,ରାଉରକେଲା
  • ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ,ରାଉରକେଲା

ପର୍ଯ୍ୟଟନ ସ୍ଥଳ

Thumb
ଖଣ୍ଡାଧାର ଜଳପ୍ରପାତ
  • ବେଦବ୍ୟାସ: ଏହା ଜିଲ୍ଲାର ସର୍ବାଧିକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ । ୨୦୧୩ ମସିହାରେ ଜିଲ୍ଲାକୁ ଆସିଥିବା ୫.୮୨ ଲକ୍ଷ ପର୍ଯ୍ୟଟଙ୍କ ମଧ୍ୟରୁ ୪.୪୭ ଲକ୍ଷ ପର୍ଯ୍ୟଟକ ବେଦବ୍ୟାସ ମନ୍ଦିର ଦେଖିବାକୁ ଯାଇଥିଲେ ।[4]
  • ପିତାମହଲ ଡ୍ୟାମ:୩ ଲକ୍ଷ ପର୍ଯ୍ୟଟକ ପ୍ରତିବର୍ଷ ବୁଲିବାକୁ ଆସିଥାନ୍ତି । [5]
  • ଖଣ୍ଡାଧାର ଜଳପ୍ରପାତ: ୨.୨୫ ଲକ୍ଷ ପର୍ଯ୍ୟଟକ ପ୍ରତିବର୍ଷ ବୁଲିବାକୁ ଆସିଥାନ୍ତି ।
  • ଛତ୍ରି ପାହାଡ଼ (ମହାବୀର ପାହାଡ଼)[6]
  • ହନୁମାନ ବାଟିକା
  • ମନ୍ଦିରା ଡ୍ୟାମ
  • ମାଣିକମୋଡ଼ା
  • କାନ୍ସବାହାଲ ଡ୍ୟାମ
  • ଉଷାକୋଠୀ
  • ସରଫଗଡ ଡ୍ୟାମ ଏବଂ ଉଦ୍ୟାନ

ରାଜନୀତି

ଲୋକ ସଭା ନିର୍ବାଚନ ମଣ୍ଡଳୀ

ବିଧାନ ସଭା ନିର୍ବାଚନ ମଣ୍ଡଳୀ

More information #, ନିର୍ବାଚନ ମଣ୍ଡଳୀ ...
# ନିର୍ବାଚନ ମଣ୍ଡଳୀ ଆରକ୍ଷଣ ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି ) ୧୪ଶ ବିଧାନ ସଭା ସଦସ୍ୟ ରାଜନୈତିକ ଦଳ
ତଳସରା ଅନୁସୂଚିତ ଜନଜାତି ସବଡେଗା, ବାଲିଶଙ୍କର, ବରଗାଁ, ଲେଫ୍ରିପଡ଼ା (ଅଂଶ) ପ୍ରଫୁଲ୍ଲ ମାଝି କଂଗ୍ରେସ
ସୁନ୍ଦରଗଡ଼ ଅନୁସୂଚିତ ଜନଜାତି ସୁନ୍ଦରଗଡ଼ (ପୌ), ସୁନ୍ଦରଗଡ଼, ଟାଙ୍ଗରପାଲି, ହେମଗିରି, ଲେଫ୍ରିପଡ଼ା (ଅଂଶ) ଜୋଗେଶ କୁମାର ସିଂହ କଂଗ୍ରେସ
୧୦ ବୀରମିତ୍ରପୁର ଅନୁସୂଚିତ ଜନଜାତି ବୀରମିତ୍ରପୁର (ପୌ), କୁଆଁରମୁଣ୍ଡା, ନୂଆଗାଁ, ବିଶ୍ରା (ଅଂଶ) ଜର୍ଜ ତିର୍କୀ ସ୍ୱାଧୀନ
୧୧ ରଘୁନାଥପାଲୀ ଅନୁସୂଚିତ ଜାତି ରାଉରକେଲା (Township), ଲାଠିକଟା (ଆଂଶିକ) ସୁବ୍ରତ ତରାଇ ବିଜଦ
୧୨ ରାଉରକେଲା ଅଣ ସଂରକ୍ଷିତ ରାଉରକେଲା (ପୌ), କୁଲୁଙ୍ଗା (O.G.), ବିଶ୍ରା (ଆଂଶିକ) ଶାରଦା ପ୍ରସାଦ ନାୟକ ବିଜଦ.
୧୩ ରାଜଗାଙ୍ଗପୁର ଅନୁସୂଚିତ ଜନଜାତି ରାଜଗାଙ୍ଗପୁର (ପୌ), ରାଜଗାଙ୍ଗପୁର, କୁତ୍ରା, ଲାଠିକଟା (ଆଂଶିକ) ଗ୍ରେଗୋରୀ ମିଞ୍ଜ କଂଗ୍ରେସ
୧୪ ବଣାଇ ଅନୁସୂଚିତ ଜନଜାତି ଗୁରୁଣ୍ଡିଆ, ବଣାଇଗଡ଼, ଲହୁଣିପଡ଼ା, କଇରା ଭୀମସେନ ଚୌଧୁରୀ ଭାଜପା
Close

ଆଧାର

ଅଧିକ ତଥ୍ୟ

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.