ସୁଧାକର ବସନ୍ତ
ଭାରତୀୟ ନିର୍ଦ୍ଦେଶକ, ଅଭିନେତା, ନୃତ୍ୟଗୁରୁ / From Wikipedia, the free encyclopedia
ସୁଧାକର ବସନ୍ତ, ଜଣେ ଭାରତୀୟ ନିର୍ଦ୍ଦେଶକ, ଅଭିନେତା, ନୃତ୍ୟ ନିର୍ଦ୍ଦେଶକ ଏବଂ ଚଳଚ୍ଚିତ୍ର ପ୍ରଯୋଜକ ।[1][2] ସେ ମୁଖ୍ୟତଃ ଓଡ଼ିଆ କଥାଚିତ୍ର ଜଗତରେ ନିର୍ଦ୍ଦେଶନା ଦେଇଛନ୍ତି ଏବଂ କନ୍ନଡ଼, ତେଲୁଗୁ, ତାମିଲ, ମାଲାୟଲମ, ବଙ୍ଗାଳୀ, ହିନ୍ଦୀ ଆଦି କଥାଚିତ୍ର ଜଗତରେ ବିଭିନ୍ନ ଚଳଚ୍ଚିତ୍ରରେ ଜଣେ ନୃତ୍ୟଗୁରୁ ଭାବରେ କାମ କରିଛନ୍ତି । ଏଥି ସହିତ ସେ ବିଭିନ୍ନ ଭାଷାର କଥାଚିତ୍ରଗୁଡ଼ିକରେ ଅତିଥି କଳାକାର ଭାବରେ ଛୋଟ ଛୋଟ ଭୂମିକାରେ ଅଭିନୟ କରିଛନ୍ତି ଓ ଓଡ଼ିଆ, ତେଲୁଗୁ, ତାମିଲ ଆଦି କଥାଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ।
ଏହି ପ୍ରସଙ୍ଗଟିର ଲେଖା ବୋଧେ ଆତ୍ମବିବରଣୀ ନୀତିବଳୀକୁ ମାନୁନାହିଁ ।
ଦୟାକରି ଏହି ପ୍ରସଙ୍ଗରେ ଭରସାଯୋଗ୍ୟ, ଅଧିକ ଉଚ୍ଚକୋଟୀର ଆଧାର ଦେଇ ଏହାକୁ ଉପଯୁକ୍ତ ଲେଖାରେ ପରିଣତ କରନ୍ତୁ । ଯଦି ଏହା ଉପଯୁକ୍ତ ପ୍ରସଙ୍ଗ ପ୍ରମାଣୀତ ନହେଲା, ଏହାକୁ ମିଶାଇଦିଆଯିବ, ଲେଉଟାଇ ଦିଆଯିବ, ବା ପୁରାପୁରି ଲିଭାଇ ବି ଦିଆଯିବ । (ଡିସେମ୍ବର ୨୦୧୮) |
Quick Facts ସୁଧାକର ବସନ୍ତ, ଜନ୍ମ ...
ସୁଧାକର ବସନ୍ତ | |
---|---|
ଜନ୍ମ | ସୁଧାକର ବସନ୍ତ |
ବୃତ୍ତି(ସମୂହ) | ନିର୍ଦ୍ଦେଶକ ଅଭିନେତା ନୃତ୍ୟ ନିର୍ଦ୍ଦେଶକ |
ସକ୍ରିୟ ବର୍ଷ | ୧୯୯୯-ଏବେଯାଏଁ |
Close