ସୁଜାତା ଆନନ୍ଦ
ଓଡ଼ିଆ ଅଭିନେତ୍ରୀ / From Wikipedia, the free encyclopedia
ସୁଜାତା ଆନନ୍ଦ ଜଣେ ଓଡ଼ିଆ ସିନେ ଅଭିନେତ୍ରୀ ଥିଲେ । ସେ ନିର୍ଦ୍ଦେଶକ କୁମାର ଆନନ୍ଦଙ୍କୁ ବିବାହ କରିଥିଲେ ।[1][2] ତାଙ୍କ ଅଭିନୀତ କିଛି ସ୍ମୃତି କିଛି ଅନୁଭୂତି ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ସମ୍ମାନୀତ ହୋଇଥିଲା ।[3]
Quick Facts ସୁଜାତା ଆନନ୍ଦ, ଜାତୀୟତା ...
ସୁଜାତା ଆନନ୍ଦ | |
---|---|
![]() ମାଟିର ମଣିଷ କଥାଚିତ୍ରରେ ସୁଜାତା ଆନନ୍ଦ | |
ଜାତୀୟତା | ଭାରତୀୟ |
ସକ୍ରିୟ ବର୍ଷ | ୧୯୬୬-୨୦୦୦ |
ପ୍ରସିଦ୍ଧି | ଓଡ଼ିଆ କଥାଚିତ୍ର ଅଭିନେତ୍ରୀ |
ବୈବାହିକ-ସାଥୀ | କୁମାର ଆନନ୍ଦ |
ପୁରସ୍କାର | ଜୟଦେବ ପୁରସ୍କାର |
Close