ସପ୍ତାହ
From Wikipedia, the free encyclopedia
- ସପ୍ତାହ ବା ସପ୍ତା ସାତୋଟି ଦିନକୁ ନେଇ ତିଆରି । ସେଗୁଡିକ ହେଲେ ରବିବାର, ସୋମବାର। ମଙ୍ଗଳବାର, ବୁଧବାର, ଗୁରୁବାର, ଶୁକ୍ରବାର ଓ ଶନିବାର
- ଗୋଟିଏ ମାସରେ ପାଖାପାଖି ଚାରୋଟି ସପ୍ତାହ ଆସେ ।
- ସପ୍ତାହର ଶେଷଦିନ ରବିବାର ଏକ ସାଧାରଣ ଛୁଟିଦିନ ଭାବରେ ଗଣାଯାଏ ।
- ସପ୍ତାହର ସାତଦିନ ଗ୍ରହ ଓ ନକ୍ଷତ୍ରମାନଙ୍କ ଆକାଶରେ ରହିବା ଜାଗା ଓ ପୃଥିବୀ ଉପରେ ସେମାନଙ୍କର ଅବୁଠୁ ଅଧିକ ପ୍ରଭାବକୁ ନେଇ ଜ୍ୟୋତିବିଜ୍ଞାନିମାନଙ୍କଦ୍ୱାରା ତିଆରି କରାଯାଇଛି ଯାହାକି ସାରା ପୃଥିବୀରେ ସବୁ ଧର୍ମର ଲୋକେ ମାନିଥାନ୍ତି ।