ଶ୍ରେଣୀ:ଓଡ଼ିଶା
ଉଇକିମିଡ଼ିଆ ଶ୍ରେଣୀ / From Wikipedia, the free encyclopedia
ମୂଳ ପ୍ରସଙ୍ଗ: ଓଡ଼ିଶା
ଓଡ଼ିଶା ଭାରତର ପୂର୍ବରେ ଥିବା ଏକ ସ୍ଵତନ୍ତ୍ର ରାଜ୍ୟ । ଏହା ଏପ୍ରିଲ ୧, ୧୯୩୬ରେ ଭାଷା ଭିତ୍ତିରେ ଏକ ଅଲଗା ରାଜ୍ୟ ଭାବରେ ନବଗଠିତ ହୋଇଥିଲା । ଏହି ଦିନକୁ ଓଡ଼ିଶା ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ଵର ଏହାର ରାଜଧାନୀ ଓ ଓଡ଼ିଆ ଏହି ରାଜ୍ୟର ସରକାରୀ ଓ ମୁଖ୍ୟ ଭାଷା ।
ଉଇକିମିଡ଼ିଆ କମନ୍ସରେ ଓଡ଼ିଶା
ବାବଦରେ ମାଧ୍ୟମ ରହିଛି ।