ଶହୀଦ ମିନାର , କଲିକତା
From Wikipedia, the free encyclopedia
ଶହୀଦ ମିନାର (ବଙ୍ଗଳା: শহীদ মিনার Shôhid Minar; English: Martyrs' Monument), formerly known as the Ochterlony Monument (ବଙ୍ଗଳା: অক্টারলোনি মনুমেন্ট),ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର କଲିକତାଠାରେ ଅବସ୍ଥିତ ଏକ ପ୍ରାଚୀନ ମିନାର । ଏହାକୁ 1828 ମସିହାରେ ବ୍ରିଟିଶମାନଙ୍କ ପୂର୍ବ ଭାରତ କମ୍ପାନୀର କମାଣ୍ଡର ମଯର ଜଣେେରାଲ ସାର ଡାଭିଡ ଅଚେଟର୍ଲୋନୀଙ୍କ ସ୍ମାରକୀ ଭାବେ ନିର୍ମାଣ କରାଯାଇଥିଲା । 1804ରେ ତାଙ୍କଦ୍ୱାରା ମରାଠା ସୈନ୍ୟ ମାନଙ୍କ ଉପରେ ବିଜୟ ପାଇଁ ଓ ଗୁରଖା ମାନଙ୍କ ଉପରେ କମ୍ପାନୀର ବିଜୟ ପାଇଁ ଏହା ସ୍ମୃତି ହିସାବରେ ନିର୍ମିତ ହେଇଥିଲା । ଏହା ସର୍ବସାଧାରଣଙ୍କ ଅର୍ଥରେ ଜେ.ପି.ପାର୍କରଙ୍କ ନକ୍ସା ଅନୁସାରେ ନିର୍ମିତ ହେଇଥିଲା । [1]
- ବାକିସବୁ ପାଇଁ, Shahid Minar ପ୍ରସଙ୍ଗଟି ଦେଖନ୍ତୁ ।
[[File:|42px|link=]] | This article needs to be updated. (March 2016) |
Shaheed Minar | |
---|---|
Former names | Ochterlony Monument অক্টারলোনি মনুমেন্ট |
General information | |
Status | Used as a monument and owned by the Government of West Bengal. |
Type | Monument |
Architectural style | Foundation based on: Egyptian, Column of: Syrian, Cupola of: Turkish |
Location | Kolkata Maidan |
ଠିକଣା | 11, Rani Rashmoni Avenue |
ସହର | Kolkata, West Bengal |
ଦେଶ | India |
Coordinates | 22.56286°N 88.34923°E / 22.56286; 88.34923 |
Construction started | 1825 |
Completed | 1828 |
Renovated | 2011-present |
ଉଚ୍ଚତା | 48 m (157 ft) |
Design and construction | |
Owner | Government of West Bengal |
Other designers | J.P. Parker |
ସ୍ୱାଧୀନତା ପରେ 1969 ଅଗଷ୍ଟ ମାସରେ ତତ୍କାଳୀନ ସରକାରଙ୍କଦ୍ୱାରା ପୁନଃ ନାମକରଣ କରାଯାଇ ଏହାକୁ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ପ୍ରାଣବଳି ଦେଇଥିବା ବ୍ୟକ୍ତି ମାନଙ୍କ ସମ୍ମାନରେ "ଶହୀଦ ମିନାର " ଭାବରେ ଲିପିବଦ୍ଧ ହେଲା । ଏହି ଅଞ୍ଚଳର ମଧ୍ୟ ଉନ୍ନୟନ କରି ତାହାକୁ ପର୍ଯ୍ୟଟକ ସ୍ଥଳୀ କରାଗଲା । ମିନାର ଉପରକୁ ମଧ୍ୟ ଯିବାକୁ ଅନୁମତି ଦିଆଗଲା । [1][2][3]