ଲୋକନାଥ ବେହେରା
ଭାରତୀୟ ପୁଲିସ ସେବା ଅଧିକାରୀ / From Wikipedia, the free encyclopedia
ଲୋକନାଥ ବେହେରା ଜଣେ ଓଡ଼ିଶାରେ ଜନ୍ମିତ ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଧିକାରୀ । ସେ ବର୍ତ୍ତମାନ କେରଳ ରାଜ୍ୟ ପୋଲିସ ମୁଖ୍ୟ ତଥା ମହାନିର୍ଦ୍ଦେଶକ (ଡିଜିପି) ଭାବରେ କାର୍ଯ୍ୟରତ । ସେ କେରଳର ପୂର୍ବତନ ଭିଜିଲାନ୍ସ ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ଭାରତର ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ପରେ ଟିପି ସେନକୁମାରଙ୍କୁ କେରଳ ରାଜ୍ୟ ପୋଲିସ ମୁଖ୍ୟ ତଥା ପୋଲିସ୍ ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯିବା ପରେ ସେ କେରଳର ପୂର୍ବତନ ଭିଜିଲାନ୍ସ ନିର୍ଦ୍ଦେଶକ ଥିଲେ । [2]
Quick Facts ଲୋକନାଥ ବେହେରା ଭାରାତୀୟ ପୁଲିସ ସେବା, ଜନ୍ମ ...
ଲୋକନାଥ ବେହେରା ଭାରାତୀୟ ପୁଲିସ ସେବା | |
---|---|
ଜନ୍ମ | (1961-06-17) ୧୭ ଜୁନ ୧୯୬୧ (ବୟସ ୬୨) |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ |
ପୁରସ୍କାର | ରାଷ୍ଟ୍ରପତି ପଦକ |
Police career | |
Current status | କେରଳ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ |
Department | କେରଳ ପୁଲିସ |
Badge number | 19851041[1] |
Country | ଭାରାତୀୟ ପୁଲିସ ସେବା |
Rank | ପୁଲିସ ମହାନିର୍ଦ୍ଦେଶକ, କେରଳ |
Close