ଲେସଲି କ୍ଲାଉଡିଅସ
From Wikipedia, the free encyclopedia
ଲେସଲି ୱାଲ୍ଟର କ୍ଲାଉଡିଅସ (25 ମାର୍ଚ 1927[1] – 20 ଡିସେମ୍ବର , 2012[2]) 2012ଜଣେ ଭାରତୀୟ ହକି ଖେଳାଳି ଥିଲେ । ସେ ବିଳାସପୁରର ଦକ୍ଷିଣ ପୂର୍ବ ରେଳବାଇ ଇଂରାଜୀ ମିଡିଆମ ସ୍କୁଲରେ ପଥ ପଢିଥିଲେ । ସେହି ସ୍କୁଲରୁ ଅନେକ ଭାରତୀୟ ଜାତୀୟ କ୍ରୀଡାବିଦ ବାହାରିଥିଲେ ।
Quick Facts ବ୍ୟକ୍ତିଗତ ସୂଚନା, ଜନ୍ମ ...
ବ୍ୟକ୍ତିଗତ ସୂଚନା | ||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ଜନ୍ମ |
(1927-03-25)୨୫ ମାର୍ଚ୍ଚ ୧୯୨୭ Bilaspur, British India | |||||||||||||||||||||||||||||||
ମୃତ୍ୟୁ |
୨୦ ଡିସେମ୍ବର ୨୦୧୨(2012-12-20) (ବୟସ ୮୫) Kolkata, West Bengal, India | |||||||||||||||||||||||||||||||
ଉଚ୍ଚତା | 5'4" (162 cm) | |||||||||||||||||||||||||||||||
Playing position | Halfback | |||||||||||||||||||||||||||||||
Senior career | ||||||||||||||||||||||||||||||||
Years | Team | Apps | (Gls) | |||||||||||||||||||||||||||||
– | Bengal Nagpur Railway | |||||||||||||||||||||||||||||||
National team | ||||||||||||||||||||||||||||||||
1948–1960 | India | 100+ | ||||||||||||||||||||||||||||||
Medal record
|
Close
ଲେସଲି ଅନନ୍ୟତମ ଭାରତୀୟ ହକି ଖେଳାଳି ଉଧାମ ସିଂହଙ୍କ ସହ 4 ଥର ଅଲିମ୍ପିକ ପଦକ ପାଇଥିବା ମାତ୍ର ଦୁଇଜଣ ଖେଳାଇଙ୍କ ମଧ୍ୟରେ ରହିଥିଲେ । ସେ 1948 , 1952 ଓ 1956 ଅଲିମ୍ପିକରେ ସ୍ୱର୍ଣ ପଦକ ଜିତିବା ସହ 1960 ନିଜ ଅଧିନାୟକତ୍ୱରେ ରୌପ୍ୟ ପଦକ ଜିତିଥିଲେ । ସେ ପ୍ରଥମ ଖେଳାଳି ଭାବେ ଭାରତ ପାଇଁ 100 ଟିରୁ ଉର୍ଦ୍ଧ ମେଚ ଖେଳିଥିଲେ । ଅଲିମ୍ପିକ ବ୍ଯତୀତ ସେ ଅଷ୍ଟ୍ରେଲିଆ , ନିଉଜିଲାଣ୍ଡ , ମଳୟସିଆ ଅନନ୍ୟ ଇଉରୋପୀୟ ଦେଶ ଗସ୍ତରେ ଯାଇ ଦଳ ସହ ଖେଳିଥିଲେ । ସେ ସକ୍ରିୟ ଖେଳରୁ 1956 ମସିହାରେ ଅବସର ନେଇଥିଲେ । ତାଙ୍କୁ 1971 ମସିହାରେ ସରକାରଙ୍କଦ୍ୱାରା ସମ୍ମାନଜନକ ପଦ୍ମଶ୍ରୀ ଉପାଧି ପ୍ରଦାନ କରାଯାଇଥିଲା ।[3]