ରାମସ୍ୱାମୀ ପରମଶ୍ୱେରନ
ପରମ ବୀର ଚକ୍ର ସମ୍ମାନିତ ଭାରତୀୟ ସୈନିକ / From Wikipedia, the free encyclopedia
ମେଜର ରାମାସ୍ୱାମୀ ପରମେଶ୍ୱରନ, ପିଭିସି (୧୩ ସେପ୍ଟେମ୍ବର ୧୯୪୬, ମୁମ୍ବାଇ - ୨୫ ନଭେମ୍ବର ୧୯୮୭, ଶ୍ରୀଲଙ୍କା), ପେରି ତାଙ୍କ ସହକର୍ମୀଙ୍କ ପାଇଁ ଭାରତୀୟ ସେନାର ଜଣେ ଅଧିକାରୀ ଥିଲେ, ଯିଏ କି ତାଙ୍କ ସାହସିକତା ପାଇଁ ଭାରତର ସର୍ବୋଚ୍ଚ ସାମରିକ ସମ୍ମାନ ପରମବୀର ଚକ୍ରରେ ସମ୍ମାନିତ ହୋଇଥିଲେ ।
Quick Facts ମେଜରରାମାସ୍ୱାମୀ ପରମେଶ୍ୱରନ ପିଭିସି, ଜନ୍ମ ...
ମେଜର ରାମାସ୍ୱାମୀ ପରମେଶ୍ୱରନ | |
---|---|
![]() | |
ଜନ୍ମ | (1946-09-13)୧୩ ସେପ୍ଟେମ୍ବର ୧୯୪୬ ବମ୍ବେ, ବମ୍ବେ ଷ୍ଟେଟ, [ବ୍ରିଟିଶ ଭାରତ]] |
ମୃତ୍ୟୁ | ୨୫ ନଭେମ୍ବର ୧୯୮୭(1987-11-25) (ବୟସ ୪୧) ଶ୍ରୀଲଙ୍କା |
ନିଯୁକ୍ତିଦାତା | ![]() |
ସେବା/ | ![]() |
କାର୍ଯ୍ୟକାଳ | ୧୯୭୨-୧୯୮୭ |
ପଦବୀ | ![]() |
ସେବା ସଂଖ୍ୟା | ଏସେସ-୨୫୫୭୩ (ସର୍ଟ-ସର୍ଭିସ୍ କମିଶନ)[1] ଆଇସି-୩୨୯୦୭ (ନିୟମିତ କମିଶନ) |
ସେନା ବିଭାଗ | ୮ ମହାର ରେଜିମେଣ୍ଟ ଭାରତୀୟ ଶାନ୍ତି ରକ୍ଷା ବାହିନୀ |
ସଂଘର୍ଷ/ଯୁଦ୍ଧ | ଶ୍ରୀଲଙ୍କା ଗୃହଯୁଦ୍ଧ ଅପରେସନ ପୱନ |
ପୁରସ୍କାର | ![]() |
Close