ରାଜା ରାମମୋହନ ରାୟ
ସ୍ୱାଧୀନତା ସଂଗ୍ରାମୀ / From Wikipedia, the free encyclopedia
ରାଜା ରାମମୋହନ ରାୟ (୨୨ ମଇ ୧୭୭୨ - ୨୭ ସେପ୍ଟେମ୍ବର ୧୮୩୩) ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାର ରାଧାକାନ୍ତପୁର ଗ୍ରାମରେ ଏକ ବାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ।[1] ତାଙ୍କ ପିତାଙ୍କର ନାମ ରମାକାନ୍ତ ରାୟ ଓ ମାତାଙ୍କ ନାମ ତାରିଣୀ ଦେବୀ।[2]
Quick Facts ରାଜା ରାମମୋହନ ରାୟ, ଜନ୍ମ ...
ରାଜା ରାମମୋହନ ରାୟ | |
---|---|
রামমোহন রায় | |
ଜନ୍ମ | (1772-05-22)୨୨ ମଇ ୧୭୭୨ ରାଧାନଗର, Bengal Presidency, ବ୍ରିଟିଶ ଭାରତ |
ମୃତ୍ୟୁ | ୨୭ ସେପ୍ଟେମ୍ବର ୧୮୩୩(1833-09-27) (ବୟସ ୬୧) ଷ୍ଟାପ୍ଲେଟୋନ, ବ୍ରିଷ୍ଟୋଲ, ଇଂଲଣ୍ଡ |
ମୃତ୍ୟୁର କାରଣ | ମେନିଞ୍ଜାଇଟିସ୍ |
କଲିକତା), ଭାରତ | |
ଜାତୀୟତା | ଭାରତୀୟ |
ଅନ୍ୟ ନାମ | ନୂଆ ଯୁଗର ଅଗ୍ରଦୂତ |
ପ୍ରସିଦ୍ଧି | ବଙ୍ଗଳା ପୁନଃ ଜାଗରଣ, ବ୍ରାହ୍ମ ସମାଜ (socio, political reforms) |
Title | ରାଜା |
Predecessor | ରମାକାନ୍ତ ରାୟ ଓ ତାରିଣି ଦେବୀ |
Successor | ଦ୍ୱାରିକାନାଥ ଠାକୁର |
ପିତାମାତା | ରମାକାନ୍ତ ରାୟ |
Close