ରସ ମଲେଇ
ଭାରତୀୟ ଉପମହାଦେଶରେ ଖାଦ୍ୟ ଗ୍ରହଣ ପରେ ପାଟିକୁ ମିଠା କରିବା ପାଇଁ ବ୍ୟବହୃତ ମିଠା। / From Wikipedia, the free encyclopedia
ରସମଲେଇ ବା ରସମଲାଈ ଭାରତୀୟ ଉପମହାଦେଶର ଏକ ମିଠାଇ । ଏହାର ନାମ ଦୁଇଟି ଶବ୍ଦ, ଯଥା: ରସ ଏବଂ ମଲାଇ ଯୋଗରୁ ସୃଷ୍ଟ ।
Quick Facts ପରଷା, ଅଞ୍ଚଳ ବା ରାଜ୍ୟ ...
ପରଷା | ମିଠା |
---|---|
ଅଞ୍ଚଳ ବା ରାଜ୍ୟ | ଓଡ଼ିଶା, ପଶ୍ଚିମବଙ୍ଗ, ପାକିସ୍ତାନ |
ସମ୍ବନ୍ଧିତ ଜାତୀୟ ଖାଦ୍ୟ | ଭାରତୀୟ ବ୍ୟଞ୍ଜନ |
ମୁଖ୍ୟ ଉପାଦାନ | ଛେନା, ମଲେଇ, ଚିନି |
|
Close