- ରବିବାର ହେଲା ସପ୍ତାହର ଏମିତି ଏକ ଦିନ ଯାହା ଶନିବାର ଆଉ ସୋମବାର ମଝିରେ ଆସେ ।[1]
- ରବିବାର ହେଉଛି ସୂର୍ଯ୍ୟଦେବଙ୍କ ବାର ।[2] ଏହିଦିନ ସୂର୍ଯ୍ୟଙ୍କୁ ଧ୍ୟାନ କରି ବ୍ରତ ରଖିବା ସହିତ ସାତ୍ତ୍ୱିକ ଲୁଣବିହୀନ ଖାଦ୍ୟ ଗ୍ରହଣ କରିବା ଉଚିତ ।
- ପୃଥିବୀସାରା ଏହା ଏକ ସାଧାରଣ ଛୁଟିଦିନ ।
- ତେବେ ଗଲ୍ଫ/ଆରବି ଦେଶଗୁଡ଼ିକରେ ଏହି ଦିନରେ ଅଫିସସବୁ ଖୋଲା ରହେ ।