ରଥିକା ରାମସାମୀ
From Wikipedia, the free encyclopedia
ରଥିକା ରାମସାମୀ ଜଣେ ଭାରତୀୟ ମହିଳା ବନ୍ୟପ୍ରାଣୀ ଫଟୋଗ୍ରାଫର । ସେ ନୂଆ ଦିଲ୍ଲୀରେ ଅବସ୍ଥାନ କରିବା ସହ ସ୍ୱାଧୀନ ଭାବରେ ଫଟୋଗ୍ରାଫୀ ପେଶା ଭାବରେ ଅବଲମ୍ବନ କରିଥାନ୍ତି । ସେ ତାଙ୍କର ଉଚ୍ଛକୋଟିର ବନ୍ୟପ୍ରାଣୀ ଫଟୋଗ୍ରାଫି ପାଇଁ ଅନେକ ପ୍ରଶଂଶା ତଥା ପୁରସ୍କାର ପାଇଛନ୍ତି । ତାଙ୍କୁ ଭାରତର ପ୍ରଥମ ଆନ୍ତର୍ଜାତିକ ସ୍ତରର ବନ୍ୟପ୍ରାଣୀ ମହିଳା ଫଟୋଗ୍ରାଫର କୁହାଯାଇଥାଏ । [1]
Quick Facts ରଥିକା ରାମସାମୀ, ଜନ୍ମ ...
ରଥିକା ରାମସାମୀ | |
---|---|
ଜନ୍ମ | near Theni, Tamil Nadu, India |
ଜାତୀୟତା | Indian |
ବୃତ୍ତି | ବନ୍ୟପ୍ରାଣୀ ଫଟୋଗ୍ରାଫର |
Close