ରତି ଅଗ୍ନିହୋତ୍ରୀ
From Wikipedia, the free encyclopedia
ରତି ଅଗ୍ନିହୋତ୍ରୀ (ଜନ୍ମ: ୧୦ ଡିସେମ୍ବର ୧୯୬୦) ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ହିନ୍ଦୀ, ତେଲୁଗୁ ଓ ତାମିଲ ଭାଷାର କଥାଚିତ୍ରରେ କାମ କରନ୍ତି । ୧୯୮୧ ମସିହାର କଥାଚିତ୍ର ଏକ୍ ଦୁଜେ କେ ଲିୟେ ଓ ୧୯୮୫ର କଥାଚିତ୍ର ତାୱାଇଫ୍ ପାଇଁ ତାଙ୍କୁ ଫିଲ୍ମଫେୟାର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମନୋନୀତ କରାଯାଇଥିଲେ ।