![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/3/30/Building92microsoft.jpg/640px-Building92microsoft.jpg&w=640&q=50)
ମାଇକ୍ରୋସଫ୍ଟ
From Wikipedia, the free encyclopedia
Quick Facts ପ୍ରକାର, ISIN ...
![]() | |
ପ୍ରକାର | ପବ୍ଲିକ |
---|---|
ISIN | US5949181045 |
ଶିଳ୍ପ | କମ୍ପ୍ୟୁଟର ସଫ୍ଟୱେର ଅନଲାଇନ ସର୍ଭିସ ଭିଡିଓ ଗେମ |
ପ୍ରତିଷ୍ଠିତ ସ୍ଥାନ | Albuquerque, ନିଉ-ମେକ୍ସିକୋ, ଯୁକ୍ତରାଷ୍ଟ୍ର (ଅପ୍ରେଲ 4, 1975 (1975-04-04)) |
ପ୍ରତିଷ୍ଠାତା | ବିଲ୍ ଗେଟ୍ସ୍, ପଲ ଆଲେନ (Paul Allen) |
ମୁଖ୍ୟ କାର୍ଯ୍ୟାଳୟ | ମାଇକ୍ରୋସଫ୍ଟ ରେଡମୋଣ୍ଡ କ୍ୟାମ୍ପସ (Microsoft Redmond Campus), ରେଡମୋଣ୍ଡ, ୱାସିଂଟନ , |
Area served | ସାରା ବିଶ୍ୱ |
ପ୍ରମୁଖ ବ୍ୟକ୍ତି |
|
ଉତ୍ପାଦ | See products list |
Services | See products list |
Revenue | ![]() |
Operating income | ![]() |
Net income | ![]() |
Total assets | ![]() |
Total equity | ![]() |
Number of employees | 94,000 (2012)[1] |
Subsidiaries | List of Microsoft subsidiaries |
ୱେବ୍ସାଇଟ୍ | Microsoft.com |
Footnotes / references [2] |
Close
ମାଇକ୍ରୋସଫ୍ଟ କର୍ପୋରେସନ ହେଉଛି ଏକ ଆମେରିକୀୟ ବହୁରାଷ୍ଟ୍ରୀୟ କମ୍ପାନୀ ଓ ଏହାର ମୁଖ୍ୟାଳୟ ୱାସିଂଟନର ରେଡମୋଣ୍ଡ (redmond)ଠାରେସ୍ଥିତ । ଏହା କମ୍ପ୍ୟୁଟର ସମ୍ବନ୍ଧୀୟ ଉତ୍ପାଦମାନ ପ୍ରସ୍ତୁତ କରିଥାଏ । ଏହାକୁ ପ୍ରଥମେ ବିଲ୍ ଗେଟ୍ସ୍ ଓ ପଲ ଆଲେନ ଏପ୍ରିଲ ୪,୧୯୭୫ରେ ଗଢିଥିଲେ । ମାଇକ୍ରୋସଫ୍ଟ ହେଉଛି ରେଭିନ୍ୟୁ ଅନୁସାରେ ପୃଥିବୀର ସର୍ବବୃହତ ସଫ୍ଟୱେର କମ୍ପାନୀ ।[3]
![Thumb image](http://upload.wikimedia.org/wikipedia/commons/thumb/3/30/Building92microsoft.jpg/640px-Building92microsoft.jpg)