![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/or/thumb/e/ed/Nobel_Prize.png/640px-Nobel_Prize.png&w=640&q=50)
ଭାରତର ନୋବେଲ ପୁରସ୍କାର ବିଜେତା
From Wikipedia, the free encyclopedia
ନୋବେଲ ପୁରସ୍କାରଟି ନୋବେଲ ଫେଡେରେସନଦ୍ୱାରା ଆଲଫ୍ରେଡ ନୋବେଲଙ୍କ ସ୍ମୃତିରେ ଦିଆ ଯାଏ ।ଏହା ବିଶ୍ୱର ସର୍ବଶ୍ରେଷ୍ଠ ମର୍ଯ୍ୟାଦାଜନକ ପୁରସ୍କାର। ନୋବେଲ ପୁରସ୍କାର ଶାନ୍ତି, ଅର୍ଥଶାସ୍ତ୍ର, ଚିକିତ୍ସା ବିଜ୍ଞାନ, ରସାୟନ ବିଜ୍ଞାନ ଓ ଭୌତିକ ବିଜ୍ଞାନ କ୍ଷେତ୍ରରେ ଉତ୍କର୍ଷତା ପ୍ରଦର୍ଶନ ପାଇଁ ସର୍ବଶ୍ରେଷ୍ଠ ବ୍ୟକ୍ତି କିମ୍ବା ଅନୁଷ୍ଠାନକୁ ଦିଆଯାଇଥାଏ ।[1][1][2]
Quick Facts The Nobel Prize, କାହା ନିମନ୍ତେ ପୁରସ୍କାର ...
The Nobel Prize | |
---|---|
![]() | |
କାହା ନିମନ୍ତେ ପୁରସ୍କାର | Outstanding contributions for humanity in chemistry, literature, peace, physics, physiology or medicine |
ଦାତା |
|
ଦେଶ | |
ପ୍ରଥମ ପୁରସ୍କାର |
|
ଏବେକାର ପରିଚାଳନା | 567 Prizes to 889 Laureates in 2014 |
ମୁଖ୍ୟ ୱେବସାଇଟ | nobelprize |
Close