From Wikipedia, the free encyclopedia
..
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ଦଣ୍ଡ ନାଚ | |
---|---|
ପାଳନକାରୀ | ଓଡ଼ିଆ ଲୋକ |
ବିଶେଷତା | ଓଡ଼ିଆ ନୂଆ ବର୍ଷ |
ପାଳନ | ପଣା ସଙ୍କ୍ରାନ୍ତି |
ପର୍ବ ପାଳନ | ତୁଳସୀ ଚଉରା, ବେଲ ପଣା |
ତାରିଖ | ଅପ୍ରେଲ ୧୪ |
ଦଣ୍ଡ ନାଚ ଓଡିଶା ର ଏକ ମହାନ ପର୍ବ ଅଟେ | ଏହି ପର୍ବ ପ୍ରାଚୀନ ଇତିହାସ ରୁ ଓଡିଶା ରେ ଚଳି ଆସୁଛି ଏବଂ ଓଡିଶା ବାସୀ ନଂକ୍ ଏହା ନୁଆ ବର୍ଷ ଅଟେ | ଦଣ୍ଡ ନାଚ କୁ ଦଣ୍ଡ ଯାତ୍ରା ବି କୁହାଯାଏ | ଏହି ପର୍ବ ରେ ଦେବୀ କାଳୀ ନ୍କୁ ପୂଜା ଯାଏ [1] ଓ ବୈଶାଖ ମାସ ରେ ଆରମ୍ଭ ହୋଇ ୧୩ ଦିନ ପର୍ଯ୍ୟନ୍ତ ପାଳନ ହୁଏ | [2] ୧୩ ଦିନ ଶେଷ ର ଦିନ କୁ ମେରୁ ସଂକ୍ରାନ୍ତି ବ ପଣା ସଂକ୍ରାନ୍ତି କୁହାଯାଏ | [3] [4]
ଏହି ପର୍ବ ରେ ମିଶିଥିବା ଭକ୍ତ ନ୍କୁ ଦଣ୍ଡୁଆ କୁହାଯାଏ | ଦଣ୍ଡ ନାଚ ରେ ମିଶିବା ଦ୍ୱାରା ମା କାଳୀ ନକ୍ କୃପା ରୁ ପାପ ଓ ଦୁଖ ଦୁର ହୋଇ ମାନବ ଶାନ୍ତି ଓ ଧନର ଅଧିକାର ପ୍ରାପ୍ତ ହୁଏ ଏହି ବିଶ୍ବ|ସ ରେ ଓଡିଶା ବାସୀ ଏହି ପର୍ବ କୁ ଅତି ଆନ୍ଦରେ ରେ ପାଳନ କରନ୍ତି | ଏହି ୧୩ ଦିନ ପର୍ବ ରେ ଭକ୍ତ ମାନେ କେବଳ ସାକାହାରି ବା ଉପବାସ ଖାଦ୍ୟ ଗ୍ରହଣ କରନ୍ତି |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.