ବୌଦ୍ଧ ଧର୍ମ
ଭାରତ ର ଗୋଟିଏ ଧର୍ମ ଯାହା ବୁଦ୍ଧ ଧର୍ମ କୁହାଯାଏ । / From Wikipedia, the free encyclopedia
ବୈାଦ୍ଧ ଧର୍ମ (ପାଳି: ବୋଧ ଧର୍ମ) ଏକ ଧର୍ମ ଓ ଦର୍ଶନ ଯେଉଁଥିରେ ଅନେକ ଧରଣର ପରମ୍ପରା, ବିଶ୍ୱାସ ଓ ଆଚରଣ ରହିଛି । ଏହା ଗୌତମ ବୁଦ୍ଧଙ୍କ ଶିକ୍ଷାକୁ ନେଇ ଗଠିତ । ଖ୍ରୀ.ପୂ. ୬ଷ୍ଠ ଓ ୪ର୍ଥ ଶତାବ୍ଦୀରେ ବୁଦ୍ଧ ଭାରତୀୟ ଉପମହାଦେଶର ଉତ୍ତର-ପୂର୍ବ ଭାଗରେ ବାସ କରି ଶିକ୍ଷା ପ୍ରଦାନ କରିଥିଲେ । [1] ସେ ବୌଦ୍ଧବାଦୀମାନଙ୍କ ପାଇଁ ବୋଧି ବା ଜଣେ ଆଲୋକିତ ଗୁରୁ, ଯେ ତାହାଙ୍କର ଜ୍ଞାନକୁ ଚେତନା ରହିତ ଜନଙ୍କୁ ଅବିଦ୍ୟାର ବିନାଶ କରିବାର ଶିକ୍ଷା ପ୍ରଦାନ କରିଥିବା ଗୁରୁ ଭାବରେ ଜଣା, ଯାହା, ସଂସାରର ଯାବତୀୟ ଦୁଃଖ, କ୍ଲେଷରୁ ତରିବାରେ ଜଣଙ୍କୁ ସହଯୋଗ କରିଥାଏ ।
ବୌଦ୍ଧବାଦ |
ଇତିହାସ |
ଧର୍ମ ବା ମତବାଦ ଚାରୋଟି ସତ |
ଆଚରଣ ତିନୋଟି ରତନ |
ନିବାଣ |
ପରମ୍ପରା ·
ଧର୍ମଗ୍ରନ୍ଥ |