![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/f/f1/Vijaya_Lakshmi_Pandit_1965b.jpg/640px-Vijaya_Lakshmi_Pandit_1965b.jpg&w=640&q=50)
ବିଜୟଲକ୍ଷ୍ମୀ ପଣ୍ଡିତ
ଭାରତୀୟ କୂଟନୀତିଜ୍ଞ ଓ ରାଜନେତ୍ରୀ / From Wikipedia, the free encyclopedia
ବିଜୟ ଲକ୍ଷ୍ମୀ ପଣ୍ଡିତ (୧୮ ଅଗଷ୍ଟ ୧୯୦୦ - ୧ ଡିସେମ୍ବର ୧୯୯୦) ଜଣେ ଭାରତୀୟ କୂଟନୀତିଜ୍ଞ ଓ ରାଜନୀତିଜ୍ଞ, ଜବାହରଲାଲ ନେହେରୁଙ୍କ ଭଉଣୀ,[2] ଇନ୍ଦିରା ଗାନ୍ଧୀଙ୍କ ପିଇସୀ ଓ ରାଜୀବ ଗାନ୍ଧୀଙ୍କ ଜେଜି ପଇସୀ । ନେହେରୁଙ୍କ ସମୟରେ ସୋଭିଏତ୍ ୟୁନିଅନ୍, ଯୁକ୍ତରାଷ୍ଟ୍ର ଆମେରିକା ଓ ଜାତିସଂଘରେ କାମ କରିବା ପରେ ତାଙ୍କୁ ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କୂଟନୀତିଜ୍ଞ ବାବେ ଲଣ୍ଡନ ଛଡ଼ାଯାଇଥିଲା । ତାଙ୍କର ଲଣ୍ଡନ ରହଣି ଭାରତ-ବ୍ରିଟିଶ ସମ୍ପର୍କ୍କୁ ପରିବର୍ତ୍ତନ କରିଥିଲା । ତାଙ୍କ କୂଟନୀତି ଆନ୍ତ-ସରକାରୀ ସମ୍ପର୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା ।[3]
Quick Facts ହର୍ ଏକ୍ସିଲେନ୍ସି ବିଜୟଲକ୍ଷ୍ମୀ ପଣ୍ଡିତ, ଜାତି ସଂଘ ସାଧାରଣ ସଭାର ସଭାପତି ...
ହର୍ ଏକ୍ସିଲେନ୍ସି ବିଜୟଲକ୍ଷ୍ମୀ ପଣ୍ଡିତ | |
---|---|
![]() ୧୯୬୫ରେ ନେଦରଲ୍ୟାଣ୍ଡରେ ପଣ୍ଡିତ | |
ଜାତି ସଂଘ ସାଧାରଣ ସଭାର ସଭାପତି | |
କାର୍ଯ୍ୟକାଳ ୧୫ ସେପ୍ଟେମ୍ବର ୧୯୫୩ – ୨୧ ସେପ୍ଟେମ୍ବର ୧୯୫୪[1] | |
ପୂର୍ବ ଅଧିକାରୀ | ଲେଶ୍ଟର୍ ବି ପିଅର୍ସନ୍ |
ପର ଅଧିକାରୀ | ଏଲ୍କୋ ଏନ୍ ଭାନ୍ କ୍ଲେଫେନ୍ସ୍ |
୭ମ ମହାରାଷ୍ଟ୍ର ରାଜ୍ୟପାଳ | |
କାର୍ଯ୍ୟକାଳ ୨୮ ନଭେମ୍ବର ୧୯୬୨ – ୧୮ ଅକ୍ଟୋବର ୧୯୬୪ | |
ପୂର୍ବ ଅଧିକାରୀ | ପି ସୁବରାୟନ୍ |
ପର ଅଧିକାରୀ | ପି ଭି ଚେରିୟାନ୍ |
ଲୋକ ସଭା ସଦସ୍ୟ | |
କାର୍ଯ୍ୟକାଳ ୧୯୬୭-୧୯୭୧ | |
ପୂର୍ବ ଅଧିକାରୀ | ଜବାହରଲାଲ ନେହେରୁ |
ପର ଅଧିକାରୀ | ଭି ପି ସିଂ |
ନିର୍ବାଚନ ମଣ୍ଡଳୀ | ଫୁଲପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | (1900-08-18)୧୮ ଅଗଷ୍ଟ ୧୯୦୦ ଆଲ୍ହାବାଦ, ଉତ୍ତର-ପଶ୍ଚିମ ରାଜ୍ୟ, ବ୍ରିଟିଶ ଭାରତ |
ମୃତ୍ୟୁ | ୧ ଡିସେମ୍ବର ୧୯୯୦(1990-12-01) (ବୟସ ୯୦) ଡେରାଡ଼ୁନ, ଉତ୍ତର ପ୍ରଦେଶ, ଭାରତ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ରଣଜିତ ସୀତାରାମ ପଣ୍ଡିତ |
Close