ବାଉଁଶରାଣୀ
From Wikipedia, the free encyclopedia
ବାଉଁଶରାଣୀ ଓଡ଼ିଶାର ଏକ ପାରମ୍ପାରିକ ଲୋକକଳା । [1] ଓଡ଼ିଶାର ଅନ୍ୟାନ୍ୟ ଲୋକକଳା ପରି ବାଉଁଶରାଣୀ ଏକ ଉଲ୍ଲେଖନୀୟ କଳା । [2] ଓଡ଼ିଶାର ଏକ ପ୍ରକାର ଯାଯାବର ଜାତିର ଲୋକେ ମୁଖ୍ୟତଃ ଏହାକୁ ପେଶା ଭାବରେ ଗ୍ରହଣ କରି ପ୍ରଦର୍ଶନ କରିଥାନ୍ତି । ଏକ ପରିବାରର ଛୋଟ ପିଲାମାନେ ଖେଳ ଦେଖାଇଥାନ୍ତି ଓ ବଡ଼ମାନେ ଗୀତ ବୋଲି ବାଜା ବଜାଇଥାନ୍ତି । [3]