![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/8/88/PrincepGhat.jpg/640px-PrincepGhat.jpg&w=640&q=50)
ପ୍ରିନସେପ ଘାଟ , କଲିକତା
From Wikipedia, the free encyclopedia
ପ୍ରିନସେପ ଘାଟ (Bengali: প্রিন্সেপ ঘাট ) ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର କଲିକତାଠାରେ ହୁଗୁଳି ନଦୀରେ ଥିବା ଏକ ବହୁ ପ୍ରାଚୀନ ଘାଟ । ଏହା 1843ରେ ବ୍ରିଟିଶ ଶାସନ ସମୟରେ ନିର୍ମିତ ହେଇଥିଲା । ଏହାର ନକସା ଫିଟଜେରାଲ୍ଡ ନାମକ ଜଣେ ବ୍ରିଟିଶଙ୍କଦ୍ୱାରା ହେଇଥିଲା ଓ ଏହି ଘାଟ ଆଙ୍ଗ୍ଲୋ - ଇଣ୍ଡିଆନ ବିଦ୍ୱାନ ଓ ପ୍ରତ୍ନତତ୍ତ୍ୱବିଦ ଜେମ୍ସ ପ୍ରିନସେପଙ୍କ ସ୍ମାରକୀ ଭାବରେ ନିର୍ମିତ ହେଇଥିଲା ।
Quick Facts ପ୍ରିନସେପ ଘାଟ , କଲିକତା, General information ...
ପ୍ରିନସେପ ଘାଟ , କଲିକତା | |
---|---|
![]() | |
General information | |
Location | Kolkata, West Bengal |
ଦେଶ | India |
Coordinates | 22°33′24.41″N 88°19′53.76″E |
Close
ୱାଟର ଗେଟ ଓ ସେଣ୍ଟ ଜର୍ଜ ଗେଟର ମଝିରେ ଥିବା ଏହି ଘାଟରେ ଗ୍ରୀକ ଓ ଗୋଥିକ ପ୍ରସ୍ତର ଖୋଦେଇ କାମ ହୋଇଛି । 2001 ମସିହାରୁ ରାଜ୍ୟ ସରକାରଙ୍କ ଜନ ନିର୍ମାଣ ବିଭାଗ ତରଫ ଏହାର ରକ୍ଷଣା ବେକ୍ଷଣ ରାଯାଉଛି [1] ବ୍ରିଟିଶ ସମୟରେ ଏହି ଘାଟର ଜେଟୀକୁ ବ୍ରିଟିଶମାନେ ବୋଟ ଚଳାଚଳପିନ ବ୍ୟବହାର କରୁଥିଲେ । .[2][3][4]
![Thumb image](http://upload.wikimedia.org/wikipedia/commons/thumb/a/ad/Vidyasagar_setu_from_Prinsep_Ghat.jpg/640px-Vidyasagar_setu_from_Prinsep_Ghat.jpg)