ଗୁଜରାଟର ଏକ ସହର, ଭାରତ From Wikipedia, the free encyclopedia
ପୋରବନ୍ଦର ଗୁଜରାଟର ପୋରବନ୍ଦର ଜିଲ୍ଲାରେ ଅବସ୍ଥିତ ଏକ ସହର। ମହାତ୍ମା ଗାନ୍ଧୀ ଓ ଭକ୍ତ ସୁଦାମାଙ୍କ ଜନ୍ମ ସ୍ଥାନ ପାଇଁ ଏହି ସହର ପ୍ରସିଦ୍ଧ ।
୨୦୧୧ ମସିହାର ଭାରତୀୟ ଜନଗଣନା ଅନୁସାରେ ପୋରବନ୍ଦର ସହରର ମୋଟ ଜନସଂଖ୍ୟା ୨୧୭୩୦୭ ଅଟେ ।[1] ସେଥି ମଧ୍ୟରୁ ୫୧.୬୬% ଜଣ ପରୁଷ ହୋଇଥିବା ବେଳେ ୪୮.୪୪% ଜଣ ନାରୀ ଅଟନ୍ତି । ପୋରବନ୍ଦରର ସାକ୍ଷରତା ହାର ୮୬.୪୬% ଅଟେ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.