ବିଧାନ ସଭା ନିର୍ବାଚନ ମଣ୍ଡଳୀ From Wikipedia, the free encyclopedia
ପାରଳାଖେମୁଣ୍ଡି (କ୍ରମିକ ସଂଖ୍ୟା: (୧୩୭) ଗଜପତି ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[1]
ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ପାରଳାଖେମୁଣ୍ଡି (ପୌ), କାଶିନଗର (ବିଅପ), ଗୋଷାଣୀ-ସଦର ବ୍ଳକ, କାଶିନଗର ବ୍ଳକ ଓ ଗୁମ୍ମା ବ୍ଳକ ।[2][3]
ଗତ ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରୂପେଶ ପାଣିଗ୍ରାହୀ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ କୋଦୁରୁ ନାରାୟଣ ରାଓଙ୍କ ଠାରୁ ୩,୯୯୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[4]
ପାରଳାଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ବିଧାୟକ : | ରୂପେଶ କୁମାର ପାଣିଗ୍ରାହୀ (ବିଜଦ) (୨୦୨୪) |
ଆରକ୍ଷଣ: | ସାଧାରଣ |
ମତଦାତା ସଂଖ୍ୟା (୨୦୨୪): | ୨,୧୫,୭୦୬ |
ଜିଲ୍ଲା: | ଗଜପତି |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ବ୍ରହ୍ମପୁର |
ପଞ୍ଚାୟତ ସମିତି: | ୩ |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ପୌର ପରିଷଦ: | ୧ |
୨୦୨୪ ବିଧାନ ସଭା ନିର୍ବାଚନ, ପାରଳାଖେମୁଣ୍ଡି [6] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ରୂପେଶ କୁମାର ପାଣଗ୍ରାହୀ | ୫୬,୦୫୭ | ୩୭.୫୮ | - | |
କଂଗ୍ରେସ | ବିଜୟ କୁମାର ପଟ୍ଟନାୟକ | ୩୫,୬୭୪ | ୨୩.୯୩ | - | |
ଭାଜପା | କେ. ନାରାୟଣ ରାଓ | ୫୨,୦୨୯ | ୩୪.୯ | - | |
ସ୍ୱାଧୀନ | ଅମୋଧ କୁମାର ବର୍ଦ୍ଧନ | ୩୪୮ | ୦.୨୩ | - | |
ଆମ ଆଦମୀ ପାର୍ଟି | ମନୋଜ କୁମାର ବଡ଼ନାୟକ | ୧,୩୪୨ | ୦.୯୦ | - | |
ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ୍ | ପି. ମୁରଲୀ କ୍ରିଷ୍ଣା | ୪୨୯ | ୦.୨୯ | - | |
ସ୍ୱାଧୀନ | ବିକାଶ ଚନ୍ଦ୍ର ସିଂ | ୪୩୪ | ୦.୨୯ | - | |
ମାନସ ଲୋକଶକ୍ତି ଦଳ | ପ୍ରବିନ୍ଦ୍ର ସିଂ | ୩୦୨ | ୦.୨ | - | |
ଭୋଟ ବ୍ୟବଧାନ | ୩,୯୯୮ | ୨.୬୮* | - | ||
ମତଦାନ ହାର | ୧,୪୯,୦୬୮ | ୬୮.୦୯ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
୧୯୫୧ରୁ ୨୦୨୪ ମଧ୍ୟରେ ମୋଟ ୧୭ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [7][8]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.