ପଞ୍ଜାବ ଭାରତର ଉତ୍ତର-ପଶ୍ଚିମରେ ଥିବା ଏକ ରାଜ୍ୟ

Quick Facts ପଞ୍ଜାବ ਪੰਜਾਬ, ଦେଶ ...
ପଞ୍ଜାବ
ਪੰਜਾਬ
Thumb
Thumb
ଭାରତରେ ପଞ୍ଜାବର ଅବସ୍ଥାନ
Thumb
ପଞ୍ଜାବର ମାନଚିତ୍ର
ଦେଶ ଭାରତ
ସ୍ଥାପନ୧ ଜାନୁଆରୀ ୧୯୬୬
ରାଜଧାନୀଚଣ୍ଡୀଗଡ଼
ବୃହତ୍ତମ ନଗରଲୁଧିଆନା
ଜିଲ୍ଲା ସଂଖ୍ୟା୨୨
Government
  ରାଜ୍ୟପାଳଜି. ନିଶ
  ମୁଖ୍ୟମନ୍ତ୍ରୀcaptain amerandra singh
  ନ୍ୟାୟପାଳିକାଏକ ନ୍ୟାୟପାଳିକା (୧୧୭ ଆସନ)
Area
  ସମୁଦାୟ50362 km2 (19,445 sq mi)
  Rank୧୯ଶ
Population
 (୨୦୧୧)
  Total୨୭୭୦୪୨୩୬
  Density550/km2 (1,400/sq mi)
Time zoneUTC+୦୫:୩୦ (IST)
ISO 3166 codeIN-PB
HDIIncrease ୦.୬୭୯ (ମଧ୍ୟମ)
HDI କ୍ରମାଙ୍କ୯ମ(୨୦୦୫)
ସାକ୍ଷରତା୭୬.୬୮%
ସରକାରୀ ଭାଷାପଞ୍ଜାବୀ
Websitepunjabgovt.nic.in
Close

ଭୂଗୋଳ

ଇତିହାସ

ଭାଷା ଓ ସାହିତ୍ୟ

ଖେଳ

Thumb
କବାଡି (ବୃତ୍ତ ଶୈଳୀ)
Thumb
ପିସିଏ ଷ୍ଟାଡ଼ିୟମ, ଅଜିତଗଡ

କବାଡି (ବୃତ୍ତ ଶୈଳୀ), ପଞ୍ଜାବର ଗ୍ରାମାଞ୍ଚଳରୁ ଆରମ୍ଭ ହୋଇଥିବା ଏକ ଖେଳ, ଯାହା ପରେ ରାଜ୍ୟ ଖେଳର ସମ୍ମାନ ପାଇଥିଲା ।[୧][୨] ହକି ମଧ୍ୟ ରାଜ୍ଯର ଏକ ଲୋକପ୍ରିୟ ଖେଳ ।[୩] କିଲ୍ଲା ରାୟପୁର ଖେଳ ଉତ୍ସବ,ଯାହା ଗ୍ରାମ ଅଲିମ୍ପିକ୍‌ସ ଭାବେ ଜଣାଶୁଣା, ବର୍ଷକେ ଥରେ ଲୁଧିଆନା ନିକଟରେ କିଲ୍ଲା ରାୟପୁରଠାରେ ଅନିଷ୍ଠିତ ହୁଏ । ଏଠାରେ ମୁଖ୍ୟତଃ ପଞ୍ଜାବୀ ଗ୍ରାମାଞ୍ଚଳ ଖେଳ ଅନୁଷ୍ଠିତ ହୁଏ, ଯଥା; ବଳଦ ଟଣା, ଦୁଡି ଭିଦା, ପ୍ରଭୃତି । ପଞ୍ଜାବ ସରକାର ବିଶ୍ୱ କବାଡି ଲିଗର ଆୟୋଜନ କର୍ତ୍ତା ।[୪][୫] ଏଥିରେ ଆର୍ଜେଣ୍ଟିନା, କାନାଡା, ଡେନମାର୍କ]], ଇଂଲଣ୍ଡ, ଭାରତ, କେନିଆ, ପାକିସ୍ତାନ, ସ୍କଟଲ୍ୟାଣ୍ଡ, ସିଏରା ଲିଓନ୍, ସ୍ପେନଆମେରିକା, ପ୍ରଭୃତି ଦେଶ ଅଂଶଗ୍ରହଣ କରିଥିଲେ ।

ପଞ୍ଜାବରେ ମଧ୍ୟ ଗୁରୁ ଗୋବିନ୍ଦ ସିଂହ ଷ୍ଟାଡ଼ିୟମ, ଗୁରୁ ନାନ‌କ ଷ୍ତାଡ଼ିୟମ, ପଞ୍ଜାବ କ୍ରିକେଟ ଆସୋସିଏସନ ଆଇ ଏସ୍ ବିନ୍ଦ୍ରା ଷ୍ଟାଡ଼ିୟମ, ଆନ୍ତର୍ଜାତୀୟ ହକି ଷ୍ଟାଡ଼ିୟମ, ଗାନ୍ଧି ସ୍ପୋର୍ଟ୍‌ସ କମ୍ପ୍ଲେକ୍ସ ଷ୍ଟାଡ଼ିୟମସୁରଜିତ ହକି ଷ୍ଟାଡ଼ିୟମ, ପ୍ରଭୃତି ରହିଛି ।


ପର୍ଯ୍ୟଟନ

Thumb
ପଟିଆଲାରେ ଥିବା ମୋତି ବାଗ୍ ମହଲa
Thumb
ଅମୃତସରର ହରମନ୍ଦିର ସାହିବ

ପଞ୍ଜାବରେ ପର୍ଯ୍ୟଟନ କ‌ହିଲେ, ଐତିହାସିକ ପ୍ରାସାଦ, ଯୁଦ୍ଧ କ୍ଷେତ୍ର, ଶିଖ ନିର୍ମାଣ ପ୍ରଭୃତିକୁ ବୁଝାଏ ।[୬] ଉଦାହରଣ ସ୍ୱରୂପ ସିନ୍ଧୁ ଉପତ୍ୟାକା ସଭ୍ୟତାର ବିଭିନ୍ନ ସ୍ଥାନ, ବାଥିଣ୍ଡର ଦୁର୍ଗ, କାପୁରଥାଲା, ପଟିଆଲାଚଣ୍ରଡିଗଡର କୀର୍ତ୍ତି, ଓ ଆଧୁନିକ ରାଜଧାନୀ ଲି କୋର୍ବୁସିଅର[୭] ଅମୃତସରର ହରମନ୍ଦିର ସାହିବ ମନ୍ଦିର ବା ସ୍ୱର୍ଣ୍ଣ ମନ୍ଦିର ପର୍ଯ୍ୟଟନର ମୁଖ୍ୟ ଆକର୍ଷଣ ।୨୦୦୮ର ଲୋନ୍ଲି ପ୍ଲାନେଟର ବ୍ଲୁ ଲିଷ୍ଟ ହରମନ୍ଦିର ସାହିବ ମନ୍ଦିରକୁ ମୁଖ୍ୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଥିଲା ।[୮] ଅଧିକନ୍ତୁ ଏଠାରେ ବିଦେଶୀ ହୋଟେଲମାନ ବ‌ହୁତ ଶିଘ୍ର ସେମାନଙ୍କ ହୋଟେଲ ରାତି ରହଣି ପାଇଁ ଖୋଲୁଛନ୍ତି । ଅନ୍ୟ ଏକ ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ ହେଉଛି ଧାର୍ମିକ ଓ ଐତିହାସିକ ସ‌ହର ଶ୍ରୀ ଆନନ୍ଦପୁର ସାହିବ, ଯେଉଁଠିକୁ ବ‌ହୁ ପର୍ଯ୍ୟଟକ ବୀରାସତ-ଇ-ଖାଲ୍‌ସାହୋଲା ମୋହଲା ଉତ୍ସବରେ ଯୋଗ ଦେବା ପାଇଁ ଆସନ୍ତି । ଲୁଧିଆନା ନିକଟରେ କିଲ୍ଲା ରାୟପୁରଠାରେ କିଲ୍ଲା ଋୟପୁର ଖେଳ ଉତ୍ସବ ପାଇଁ ଆସନ୍ତି ।[୯][୧୦][୧୧] ପଠାଙ୍କୋଟର ଶାହପୁର କାଣ୍ଡି ଦୁର୍ଗ, ରଣଜିତ ସାଗର ହ୍ରଦ ଓ ମୁକ୍ତସାର ମନ୍ଦିର ମଧ୍ୟ ଲୋକପ୍ରିୟ ସ୍ଥାନ ।

ଆଧାର

ଅଧିକ ତଥ୍ୟ

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.