![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/a/a7/Nehru-place.jpg/640px-Nehru-place.jpg&w=640&q=50)
ନେହେରୁ ପ୍ଲେସ
From Wikipedia, the free encyclopedia
ନେହେରୁ ପ୍ଲେସ (ହିନ୍ଦୀ : नेहरू प्लेस) ଭାରତୀୟ ରାଜଧାନୀ ଦିଲ୍ଲୀ ମହାନଗରର ଦକ୍ଷିଣ ଅଞ୍ଚଳରେ ଥିବା ଏକ ବୃହତ ଆର୍ଥିକ , ବ୍ୟବସାୟୀକ ତଥା ବାଣିଜ୍ୟ କେନ୍ଦ୍ର । ଏହାର ଆର୍ଥିକ କେନ୍ଦ୍ର ଭାବରେ ଗୁରୁତ୍ୱ କ୍ରମଶଃ ହ୍ରାସ ପାଇଥିଲେ ମଧ୍ୟ ଏହା ଦକ୍ଷିଣ ଦିଲ୍ଲୀ ଅଞ୍ଚଳରେ ମୁଖ୍ୟ ବ୍ୟବସାୟ କେନ୍ଦ୍ର ରହିବା ସହ ଏଠାରେ ବହୁ ପ୍ରତିଷ୍ଠାନର ମୁଖ୍ୟାଳୟ ରହିଛି । ଦକ୍ଷିଣ ଏସିଆର ଏକ ମୁଖ୍ୟ ସୂଚନା କାରିଗରୀ କେନ୍ଦ୍ର ଭାବରେ ଏହାର ସୁନାମ ରହିଛି ।
![Thumb image](http://upload.wikimedia.org/wikipedia/commons/thumb/a/a7/Nehru-place.jpg/640px-Nehru-place.jpg)
୧୯୮୦ ମସିହାରେ ଏହା ନିର୍ମିତ ହେଇଥିଲା । ଏଠାରେ ଅନେକ ସଂଖ୍ୟାରେ ୪ ମହଲା ବିଶିଷ୍ଟ ଅଟ୍ଟାଳିକା ସମୂହ ଭୂତଳ ପାର୍କିଂ ସହ ନିର୍ମିତ ହେଇଥିଲା । ଏହି ଅଟ୍ଟାଳିକା ମାନଙ୍କ ଚତୁର୍ଦିଗରେ ପ୍ରଶସ୍ତ ପଦଚଳା ରାସ୍ତା ସମୂହ ନିର୍ମିତ ।