ନିର୍ମଳ ମୁଣ୍ଡା
ଓଡ଼ିଆ ରାଜନୀତିଜ୍ଞ / From Wikipedia, the free encyclopedia
ଲେଖା ଚାଲିଛି...
Quick Facts ନିର୍ମଳ ମୁଣ୍ଡା, ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା ...
ନିର୍ମଳ ମୁଣ୍ଡା | |
---|---|
ଫାଇଲ:Nirmal Munda.png | |
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୬୧ | |
ପୂର୍ବ ଅଧିକାରୀ | ମଦନ ମୋହନ ଅମାତ |
ପର ଅଧିକାରୀ | ପ୍ରମଚାନ୍ଦ ଭଗତ |
ନିର୍ବାଚନ ମଣ୍ଡଳୀ | ବିଶ୍ରା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୮୯୩ ବର୍ତ୍ତୋଲି, ରାଇବୋଗା, ଗଙ୍ଗପୁର, ବ୍ରିଟିଶ ଭାରତ |
ମୃତ୍ୟୁ | ୨ ଜାନୁଆରୀ ୧୯୭୩ ବର୍ତ୍ତୋଲି, ବୀରମିତ୍ରପୁର, ସୁନ୍ଦରଗଡ଼ ଓଡ଼ିଶା |
ରାଜନୀତିକ ଦଳ | ନିର୍ଦ୍ଦଳୀୟ ରାଜନତା |
ବାପା/ବୋଉ | ମାରାଃ ମୁଣ୍ଡା (ବାପା) ଗମି ମୁଣ୍ଡା (ମାଆ) |
ପେଷା | ପ୍ରଥମ ବିଶ୍ୱଯୁଦ୍ଧ ସୈନିକ, କୃଷକ ନେତା, ସ୍ୱାଧୀନତା ସଂଗ୍ରାମୀ, ରାଜନେତା |
Close
ନିର୍ମଳ ମୁଣ୍ଡା (୧୮୯୩ - ୨ ଜାନୁଆରୀ ୧୯୭୩) ଜଣେ ଭାରତୀୟ ସ୍ୱାଧୀନା ସଂଗ୍ରାମୀ, ପ୍ରଥମ ବିଶ୍ୱଯୁଦ୍ଧର ସୈନିକ, କୃଷକ ନେତା ତଥା ରାଜନେତା ଥିଲେ । ସେ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ଏବଂ ଜଣେ ଆଦିବାସୀ ନେତା ଭାବରେ ଆଦିବାସୀ ଜନଜାତିର କଲ୍ୟାଣ ଉଦ୍ଦେଶ୍ୟରେ କାମ କରିଥିଲେ ।[1][2][3][4][5][6]