![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/1/13/Nabakumari_Devi.jpg/640px-Nabakumari_Devi.jpg&w=640&q=50)
ନବକୁମାରୀ ଦେବୀ
ଓଡ଼ିଆ ରାଜନୀତିଜ୍ଞା / From Wikipedia, the free encyclopedia
ନବକୁମାରୀ ଦେବୀ (ଜନ୍ମ: ୧ ଜାନୁଆରୀ ୧୯୨୦) ଜଣେ ଓଡ଼ିଆ ରାଜନୀତିଜ୍ଞା । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କାଶୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
Quick Facts ନବକୁମାରୀ ଦେବୀ, ବିଧାୟିକା: ୩ୟ ଓଡ଼ିଶା ବିଧାନ ସଭା ...
ନବକୁମାରୀ ଦେବୀ | |
---|---|
![]() | |
ବିଧାୟିକା: ୩ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୧ – ୧୯୬୭ | |
ପୂର୍ବ ଅଧିକାରୀ | କିଶୋର ଚନ୍ଦ୍ର ଦେଓ |
ନିର୍ବାଚନ ମଣ୍ଡଳୀ | କାଶୀପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | (1920-01-01)୧ ଜାନୁଆରୀ ୧୯୨୦ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ରୁଦ୍ରପ୍ରତାପ ସିଂହଦେଓ |
ବାପା/ବୋଉ | ରାଣା ହସ୍ତାବୀର ଜଙ୍ଗ ବାହାଦୁର (ବାପା) |
ବୃତ୍ତି | ରାଜନୀତିଜ୍ଞ |
Close