ନନ୍ଦିତା ଦାସ
ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ / From Wikipedia, the free encyclopedia
ନନ୍ଦିତା ଦାସ ଜଣେ ଜଣାଶୁଣା ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ ହେବା ସହିତ ନିଜ ସମାଜସେବା ଓ ଲେଖାଲେଖି ପାଇଁ ମଧ୍ୟ ପରିଚିତ । ସେ ପ୍ରଥମ ଭାରତୀୟ ଅଭିନେତ୍ରୀ, ଯିଏ କି "ଇଣ୍ଟରନ୍ୟାସନାଲ ଓମେନ୍ସ ଫୋରମ"ର ହଲ ଅଫ ଫେମରେ ସ୍ଥାନ ପାଇଥିଲେ ।
Quick Facts ନନ୍ଦିତା ଦାସ, ଜନ୍ମ ...
ନନ୍ଦିତା ଦାସ | |
---|---|
ଜନ୍ମ | (1969-11-07) ନଭେମ୍ବର ୭, ୧୯୬୯ (ବୟସ ୫୪) |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକ(ଭୂଗୋଳ), ସ୍ନାତକୋତ୍ତର(ସମାଜସେବା) |
ବୃତ୍ତି(ସମୂହ) | କଥାଚିତ୍ର ଅଭିନେତ୍ରୀ, ନିର୍ଦ୍ଦେଶିକା |
ପ୍ରସିଦ୍ଧି | କଥାଚିତ୍ର ଅଭିନେତ୍ରୀ, ନିର୍ଦ୍ଦେଶିକା |
ବୈବାହିକ-ସାଥୀ(s) | ସୌମ୍ୟ ସେନ (୨୦୦୨-୨୦୦୯) ସୁବୋଧ ମସ୍କୋରା (୨୦୦୯-୨୦୧୭) |
ୱେବସାଇଟ | http://nanditadas.com/ |
Close