![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/a/a6/Nazrul.jpg/640px-Nazrul.jpg&w=640&q=50)
ନଜରୁଲ ଇସଲାମ
ବାଂଲାଦେଶ ର ରାଷ୍ଟ୍ରୀୟ କବି / From Wikipedia, the free encyclopedia
ନଜରୁଲ ଇସଲାମ ( ୨୪ ମଇ ୧୮୯୯ - ୨୯ ଅଗଷ୍ଟ ୧୯୭୬ ) ଜଣେ ବଙ୍ଗଳାଦେଶୀ କବି, ଲେଖକ, ସଙ୍ଗୀତଜ୍ଞ ଥିଲେ । ତାଙ୍କୁ ବଙ୍ଗଳାଦେଶର ଜାତୀୟ କବି ସମ୍ମାନ ପ୍ରଦାନ କରାଯାଇଛି ।[2] ତାଙ୍କ ଗୀତ ଓ ସଙ୍ଗୀତରେ ଆଧ୍ୟାତ୍ମିକତା ଓ ବିଦ୍ରୋହର ସ୍ୱର ବେଶୀ ଦେଖିବାକୁ ମିଳେ ।[3] ତାଙ୍କର ସାମାଜିକ ଓ ରାଜନୈତିକ ଚେତନାମୂଳକ କାର୍ଯ୍ୟ ଓ ଲେଖା ପାଇଁ ତାଙ୍କୁ ବିଦ୍ରୋହୀ କବି ଆଖ୍ୟା ମଧ୍ୟ ଦିଆଯାଇଛି ।[4] ତାଙ୍କର କବିତା ଓ ସଙ୍ଗୀତର ଏକ ଧାରା ନଜରୁଲ ଗୀତି ନାମରେ ପ୍ରଚଳିତ ।[5][6][7][8]
Quick Facts ବିଦ୍ରୋହୀ କବି କାଜୀ ନଜରୁଲ ଇସଲାମ, ଜନ୍ମ ଓ ଜନ୍ମସ୍ଥାନ ...
ବିଦ୍ରୋହୀ କବି କାଜୀ ନଜରୁଲ ଇସଲାମ | |
---|---|
![]() ଚଟ୍ଟୋଗ୍ରାମରେ ନଜରୁଲ, ୧୯୨୬ | |
ଜନ୍ମ ଓ ଜନ୍ମସ୍ଥାନ | (1899-05-24)୨୪ ମଇ ୧୮୯୯ ଚୁରୁଲିଆ, ପଶ୍ଚିମ ବଙ୍ଗ) |
ମୃତ୍ୟୁ | ୨୯ ଅଗଷ୍ଟ ୧୯୭୬(1976-08-29) (ବୟସ ୭୭) ଢାକା |
ସମାଧି ସ୍ଥଳ | ଢାକା ବିଶ୍ୱବିଦ୍ୟାଳୟ |
ଛଦ୍ମନାମ | ଧୁମକେତୁ |
ଡାକନାମ | ଦୁଃଖୁ ମିୟାଁ |
ବୃତ୍ତି |
|
ଭାଷା |
|
ନାଗରିକତା | ବ୍ରିଟିଶ ରାଜତ୍ୱ (୧୮୯୯-୧୯୪୭) ଭାରତୀୟ (୧୯୪୭–୧୯୭୬) ବଙ୍ଗଳାଦେଶୀ (୧୮ ଫେବୃଆରୀ ୧୯୭୬–୨୯ ଅଗଷ୍ଟ ୧୯୭୬)[1] |
ସମୟ | ୧୯୨୨-୧୯୪୨ |
ସାହିତ୍ୟ କୃତି |
|
ପୁରସ୍କାର |
|
ଜୀବନସାଥୀ | ନର୍ଗୀସ ଅସର ଖାନୁମ, ପ୍ରମିଳା ଦେବୀ |
ସନ୍ତାନ | ୪ ପୁଅ |
ଦସ୍ତଖତ | ![]() |
Military career | |
ନିଯୁକ୍ତିଦାତା | ବ୍ରିଟିଶ ଶାସନ |
ସେବା/ | ପଦାତିକ ବାହିନୀ |
କାର୍ଯ୍ୟକାଳ | ୧୯୧୭-୧୯୨୦ |
ପଦବୀ | ହାବିଲଦାର (ସର୍ଜେଣ୍ଟ) |
ସେନା ବିଭାଗ | ୪୯ତମ ବେଙ୍ଗଲ ରେଜିମେଣ୍ଟ |
ସଂଘର୍ଷ/ଯୁଦ୍ଧ | ପ୍ରଥମ ବିଶ୍ୱଯୁଦ୍ଧ |
Close