ଧନେଶ୍ୱର ସ୍ୱାଇଁ
ଓଡ଼ିଶୀ ମର୍ଦ୍ଦଳ ଗୁରୁ, ଗବେଷକ ଓ ବାଦ୍ୟ ସଂଯୋଜକ / From Wikipedia, the free encyclopedia
ବାଦ୍ୟଶ୍ରୀ ଧନେଶ୍ୱର ସ୍ୱାଇଁ (ଜନ୍ମ : ୧୮ ମଇ ୧୯୫୩) ଜଣେ ମର୍ଦ୍ଦଳ ବାଦକ ଓ ଗୁରୁ ଅଟନ୍ତି ।[1] ମର୍ଦ୍ଦଳ ବାଦନ ପାଇଁ ସେ କେନ୍ଦ୍ର ଓ ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ଲାଭ କରିଛନ୍ତି । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ମର୍ଦ୍ଦଳ ଗୁରୁ ଭାବରେ କାର୍ଯ୍ୟଛନ୍ତି ।[2]
Quick Facts ବାଦ୍ୟଶ୍ରୀ ଗୁରୁ ଧନେଶ୍ୱର ସ୍ୱାଇଁ, ଜନ୍ମ ...
ବାଦ୍ୟଶ୍ରୀ ଗୁରୁ ଧନେଶ୍ୱର ସ୍ୱାଇଁ | |
---|---|
ଜନ୍ମ | (1953-05-18) ୧୮ ମଇ ୧୯୫୩ (ବୟସ ୭୧) ନହନ୍ତର, ପୁରୀ |
ବୃତ୍ତି(ସମୂହ) | ଓଡ଼ିଶୀ ମର୍ଦ୍ଦଳ ଶିଳ୍ପୀ, ଗୁରୁ, ବାଦ୍ୟ ସଂଯୋଜକ, ଗବେଷକ |
ଶୈଳୀ | ଓଡ଼ିଶୀ ସଙ୍ଗୀତ |
ପୁରସ୍କାର | କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ |
Close