ଧଉଳି
ଅଶୋକଙ୍କ ପ୍ରମୁଖ ଅବଶେଷ ପାହାଡ ର ଶିଖର ପର୍ଯ୍ୟନ୍ତ ଫଞ୍ଚୁଥିବା ସଡକର କୂଳ , ଏକ ଚଟ୍ଟାଣର ବଡ ପୈମାନରେ ଉକ୍ତୀର୍ଣ / From Wikipedia, the free encyclopedia
ଧଉଳି ଓଡ଼ିଶାରେ ଥିବା ଏକ ବୌଦ୍ଧ ବିହାର ଓ ସ୍ତୁପ । ଏହା ଦୟା ନଦୀ କୂଳରେ ଧଉଳି ପାହାଡ଼ ଉପରେ ରହିଛି । ଏହି ପାହାଡର ପଥର ଉପରେ ବ୍ରାହ୍ମୀରେ ଅଶୋକଙ୍କ ଶିଳାଲେଖ ଅଛି । ଏଠାରେ କଳିଙ୍ଗ ଯୁଦ୍ଧ ହୋଇଥିଲା ବୋଲି ଐତିହାସିକମାନେ ମତ ଦେଇଥାନ୍ତି ।