ଦେବପ୍ରୟାଗ
From Wikipedia, the free encyclopedia
ଦେବପ୍ରୟାଗ (Devanagari: देव प्रयाग Deva prayāga) ଭାରତୀୟ ରାଜ୍ୟ ଉତ୍ତରାଖଣ୍ଡର ଏକ ସହର । ଏହା ତେହରି ଗରବାଳ ଜିଲାରେ ଅବସ୍ଥିତ ।ଭାରତର ପାଞ୍ଚ-ପ୍ରୟାଗ ମଧ୍ୟରୁ ଏହା ଗୋଟିଏ । ଏଠାରେ ଅଳକାନନ୍ଦା ନଦୀ ସହ ଭାଗିରଥି ନଦୀର ସଂଗମ ହେଇଥାଏ ଓ ମିଳିତ ନଦୀ " ଗଙ୍ଗା " ଭାବରେ ପ୍ରବାହିତ ହେଇଥାଏ ।
Quick Facts ଦେବପ୍ରୟାଗ, Religion ...
ଦେବପ୍ରୟାଗ | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Tehri Garhwal |
Location | |
ସ୍ଥାନ | Uttarakhand, India |
State | Uttarakhand |
Country | India |
Close