ତାରା, ୧୯୯୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ବିମଳ ଦତ୍ତ ।[1] ଡଲି ଜେନା ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ, ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[2] ଏହି ଚଳଚ୍ଚିତ୍ରଟି ୧୯୯୨ ମସିହାରେ ଜାତୀୟ ଚଳଚ୍ଚିତ୍ର ପ୍ରତିଯୋଗିତାରେ ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା ।[3]

Quick Facts ତାରା, ନିର୍ଦ୍ଦେଶକ ...
ତାରା
ନିର୍ଦ୍ଦେଶକଡଲି ଜେନା
ପ୍ରଯୋଜକଡଲି ଜେନା
ଚିତ୍ରନାଟ୍ୟଡଲି ଜେନା
କାହାଣୀବିମଳ ଦତ୍ତ
କଳାକାରଡଲି ଜେନା
ଅଜିତ ଦାସ
ସଙ୍ଗୀତଭୁବନେଶ୍ୱର ମିଶ୍ର
ଧ୍ୟାନେଶ ଖାନ
ଚିତ୍ରଗ୍ରହଣନୀଲାଭ କୌଲ
ସମ୍ପାଦକଗଦାଧର ପୁଟୀ
ମୁକ୍ତିଲାଭ ତାରିଖ
୧୯୯୨
ଦେଶ ଭାରତ
ଭାଷାଓଡ଼ିଆ
Close

ଅଭିନୟ

ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ଇରଫାନ ଖାନ ଏହି ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ଚୁକ୍ତି କରିଥିଲେ ଓ ଏଥିପାଇଁ ସେ ଓଡ଼ିଶା ଆସି ସୁଟିଂ କରିଥିଲେ । ପାରିବାରିକ ଅସୁବିଧା ଯୋଗୁ ତାଙ୍କୁ ଏହି ଚଳଚ୍ଚିତ୍ର ଅଧାରୁ ଛାଡିବାକୁ ପଡିଥିଲା ଓ ସେହି ଚରିତ୍ରରେ ଅଜିତ ଦାସ ଅଭିନୟ କରିଥିଲେ ।[4]

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭୁବନେଶ୍ୱର ମିଶ୍ର ଓ ଧ୍ୟାନେଶ ଖାନ । ସ୍ୱରୂପ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।

ଆଧାର

ବାହାର ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.