ଟ୍ରାୟାମଟେରିନ
ରାସାୟନିକ ପଦାର୍ଥ From Wikipedia, the free encyclopedia
ରାସାୟନିକ ପଦାର୍ଥ From Wikipedia, the free encyclopedia
ଟ୍ରାୟାମଟେରିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଡାଇରେନିୟମ, ହେଉଛି ହୃଦଘାତ, ଉଚ୍ଚ ରକ୍ତଚାପ କିମ୍ବା ଫୁଲା ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[1] ଉଚ୍ଚ ରକ୍ତଚାପ ପାଇଁ ସାଧାରଣତଃ ଅନ୍ୟାନ୍ୟ ଔଷଧ ସହିତ ଏହା ଦିଆଯାଏ ।[1] ଏହା ପାଟିରେ ଦିଆଯାଏ | [1] ସର୍ବାଧିକ ପ୍ରଭାବ ନିମନ୍ତେ କିଛି ଦିନ ଲାଗିପାରେ । [1]
Clinical data | |
---|---|
Trade names | Dyrenium, others |
AHFS/Drugs.com | Monograph |
MedlinePlus | a682337 |
Pregnancy category |
|
Routes of<br><br>administration | By mouth |
Drug class | Potassium-sparing diuretic |
Legal status | |
Legal status |
|
Pharmacokinetic data | |
Bioavailability | 30-70% |
Protein binding | 67% |
Metabolism | hydroxylation to para-hydroxytriamterene |
Elimination <span class="nowrap">half-life</span> | 1-2 hours, active metabolite 3 hours |
Excretion | renal <50%, 21% unchanged |
Identifiers | |
IUPAC name
| |
Chemical and physical data | |
Formula | C12H11N7 |
Molar mass | 253.269 g·mol−1 |
InChI
| |
(what is this?) (verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ହାଇପରକାଲେମିଆ, କିଡନୀ ସମସ୍ୟା, ଯକୃତ ସମସ୍ୟା, ଅଇ, ଦୁର୍ବଳତା ଏବଂ ଥ୍ରୋମ୍ବୋସାଇଟିପେନିଆ ହୋଇପାରେ ।[1] ପରିସ୍ରାର ରଙ୍ଗ ସାମାନ୍ୟ ନୀଳ ଦେଖାଯାଏ ।[2] ମଧୁମେହ ରୋଗୀ, ବୟସ୍କ ବ୍ୟକ୍ତି ଏବଂ ଗାଉଟ ରୋଗ ଥିଲେ ଅଧିକ ଯତ୍ନବାନ ହେବା ଆବଶ୍ୟକ ।[2] ଗର୍ଭାବସ୍ଥାରେ ସାଧାରଣତଃ ଏହାର ବ୍ୟବହାର ସୁପାରିଶ କରାଯାଏ ନାହିଁ ଯଦିଓ କ୍ଷତିର କୌଣସି ସ୍ପଷ୍ଟ ପ୍ରମାଣ ନାହିଁ ।[3] ଏହା ଏକ ପୋଟାସିଅମ-ସ୍ପେୟାରିଙ୍ଗ ଡାଇୟୁରେଟିକ ।[1]
୧୯୬୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ଏହା ଅନୁମୋଦିତ ହୋଇଥିଲା ।[1] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ଅଟେ ।[4] ଯୁକ୍ତରାଜ୍ୟରେ ଦିନକୁ ୫୦ ମିଗ୍ରା ହିସାବରେ ଔଷଧ ଦେଲେ ମାସକୁ ୪୨ ପାଉଣ୍ଡ ଖର୍ଚ୍ଚ ହୁଏ ।[4] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୫୦ ଡଲାର ଅଟେ।[4] ଏହା ହାଇଡ୍ରୋକ୍ଲୋରୋଥିଆଜାଇଡ/ଟ୍ରାଇମେଟେରେନ୍, କ୍ଲୋରଟାଲିଡୋନ/ଟ୍ରାଇଆମେଟେରିନ, ଏବଂ ଫୁରୋସେମାଇଡ/ ଟ୍ରାଇମଟେରିନ୍ ସହିତ ମିଳିତ ଭାବରେ ମଧ୍ୟ ଉପଲବ୍ଧ ହୁଏ ।[2]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.