![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/4/4e/Barwani-Dhar_map.jpg/640px-Barwani-Dhar_map.jpg&w=640&q=50)
ଜୋବାତ ରାଜ୍ୟ
From Wikipedia, the free encyclopedia
ଜୋବାତ ରାଜ୍ୟ [1] ପ୍ରାକ୍ତନ ବ୍ରିଟିଶ ଶାସନାଧୀନ ଭାରତର ଏକ ରାଜକୀୟ ରାଜ୍ୟ ଥିଲା । ବ୍ରିଟିଶମାନେ ଏହାକୁ ଏକ ଅଧୀନ ରାଜ୍ୟ କଳା ପରେ ଏହା ଭୋପାୱାର ଏଜେନ୍ସିଦ୍ୱାରା ପରିଚାଳିତ ହେଲା । ଏହହୀ ରାଜ୍ୟର ଆୟତନ 339 ବର୍ଗ କିଲୋମିଟର ଥିଲା ଓ 1901ରେ ଏହାର ଜନସଂଖ୍ୟା 9,443 ଥିଲା ।
Quick Facts
ଜୋବାତ ରାଜ୍ୟ जोबत रियासत | |||||
Princely State | |||||
| |||||
![]() | |||||
History | |||||
• | Established | 15th century | |||
• | Accession to the Union of India | 1948 | |||
Area | |||||
• | 1901 | ୩୩୯ km2 (୧୩୧ sq mi) | |||
Population | |||||
• | 1901 | ୯,୪୪୩ | |||
Density | ୨୭.୯ /km2 (୭୨.୧ /sq mi) | ||||
![]() {{cite encyclopedia}} : Invalid |ref=harv (help) |
Close