ଗୋବର୍ଦ୍ଧନ ପୀଠ
From Wikipedia, the free encyclopedia
ଆଦି ଶଙ୍କରାଚାର୍ଯ୍ୟଙ୍କଦ୍ୱାରା ପ୍ରତିଷ୍ଠିତ ଚାରି ପ୍ରଧାନ ମଠ ମଧ୍ୟରୁ ଗୋବର୍ଦ୍ଧନ ମଠ ଅନ୍ୟତମ । ଜଗନ୍ନାଥଙ୍କ ଉପାସନା ସହିତ ବର୍ଷ ସାରା ଏହି ମଠ ଜଡ଼ିତ ରହିଛି ।
Quick Facts ଗୋବର୍ଦ୍ଧନ ପୀଠ, ପ୍ରକାର ...
ଗୋବର୍ଦ୍ଧନ ପୀଠ | |
---|---|
ପ୍ରକାର | ଧାର୍ମିକ |
ଅବସ୍ଥାନ | ପୁରୀ, ଓଡ଼ିଶା, ଭାରତ |
ପ୍ରଥମ ଶଙ୍କରାଚାର୍ଯ୍ୟ | ପଦ୍ମାପାଦାଚାର୍ଯ୍ୟ |
ବର୍ତ୍ତମାନର ଶଙ୍କରାଚାର୍ଯ୍ୟ | ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ |
ୱେବ୍ସାଇଟ | https://govardhanpeeth.org/ |
Close