![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/1/1f/Quetiapine.svg/langor-640px-Quetiapine.svg.png&w=640&q=50)
କୋଟିଆପିନ
From Wikipedia, the free encyclopedia
କୋଟିଆପିନ (ଇଂରାଜୀ ଭାଷାରେ Quetiapine, ମାର୍କେଟ ନାମ ସେରୋକ୍ୱେଲ/ Seroquel) ଏକ ଅନିୟମିତ ଆଣ୍ଟିସାଇକୋଟିକ ଯାହା ସିଜୋଫ୍ରେନିଆ, ବାଇପୋଲାର ଡିଜଅଡର ଓ ପ୍ରମୁଖ ଅବସାଦ ବେମାରୀ ଆଦି ରୋଗମାନଙ୍କର ଚିକିତ୍ସାରେ ଦିଆଯାଏ ।[6][7] ନିଦ୍ରା ଆଣିବା ନିମନ୍ତେ ବେଳେବେଳେ ଦିଆଗଲେ ମଧ୍ୟ ଏହାକୁ ଦେବାକୁ ସୁପାରିସ କରାଯାଏନାହିଁ ।[8] ଏହା ପାଟିରେ ଦିଆଯାଏ ।[6]
![]() | |
![]() | |
Clinical data | |
---|---|
Pronunciation | /kwɪˈtaɪ.əpiːn/ kwi-TY-ə-peen |
Trade names | Seroquel, Temprolide, others |
AHFS/Drugs.com | monograph |
MedlinePlus | a698019 |
data |
|
Pregnancy category |
|
Routes of administration | by mouth |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 100%[1] |
Protein binding | 83%[2] |
Metabolism | Liver via CYP3A4-catalysed sulfoxidation to its active metabolite norquetiapine (N-desalkylquetiapine)[3] |
Elimination half-life | 7 hours (parent compound); 9–12 hours (active metabolite, norquetiapine)[2][4] |
Excretion | Kidney (73%), faeces (20%)[1][2][4][5] |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.131.193 ![]() |
Chemical and physical data | |
Formula | C21H25N3O2S |
Molar mass | 383.5099 g/mol |
3D model (JSmol) | |
Solubility in water | 3.29 mg/mL (20 °C) |
SMILES
| |
InChI
| |
(verify) |
ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତନ୍ଦ୍ରା, କୋଷ୍ଠକାଠିନ୍ୟ, ଓଜନ ବୃଦ୍ଧି ଓ ଶୁଷ୍କ ପାଟି (dry mouth) ଇତ୍ୟାଦି ଦେଖାଯାଏ ।[6] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଠିଆ ହେଲେ ନିମ୍ନ ରକ୍ତଚାପ (low blood pressure with standing), ବାତ (seizures), ପ୍ରାୟାପିଜ୍ମ, ଅଧିକ ରକ୍ତ ଶର୍କରା (high blood sugar) ଓ ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ (neuroleptic malignant syndrome) ଇତ୍ୟାଦି ଦେଖାଯାଏ ।[6] ଡିମେନ୍ସିଆ ରୋଗ ଥିବା ବୟସ୍କ ଲୋକଙ୍କୁ ଏହି ଔଷଧ ଦେଲେ ମୃତ୍ୟୁ ସମ୍ଭାବନା ବଢ଼ିଯାଏ ।[6] ଗର୍ଭାବସ୍ଥାର ଶେଷ ଭାଗରେ ଏହା ଦେଲେ ଜନ୍ମିତ ଶିଶୁର କିଛି ଦିନ ନିମନ୍ତେ ମୁଭମେଣ୍ଟ ଡିଜଅଡର (movement disorder) ହୋଇପାରେ ।[6] ସେରୋଟୋନିନ (serotonin) ଓ ଡୋପାମିନ ରିସେପ୍ଟରମାନଙ୍କୁ (dopamine receptors) ଅବରୋଧ କରି କୋଟିଆପିନ କାର୍ଯ୍ୟକ୍ଷମ ହୁଏ ।[6]
ସନ ୧୯୮୫ରେ କୋଟିଆପିନ ପ୍ରସ୍ତୁତ କରାଯାଇଥିଲା ଓ ଡାକ୍ତରୀ ବ୍ୟବହାର ନିମନ୍ତେ ସନ ୧୯୯୭ରେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[6][9] ଏହାର ପେଟେଣ୍ଟ ସୁରକ୍ଷା ସନ ୨୦୧୨ରେ ସରିଗଲେ ମଧ୍ୟ ଏହାର ଦୀର୍ଘକାଳୀନ ସଂସ୍କରଣ ସନ ୨୦୧୭ ପର୍ଯ୍ୟନ୍ତ ରହିବ ।[10]୨୦୧୭ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ସ୍ୱଳ୍ପକାଳୀନ ସଂସ୍କରଣର ମାସିକ ହୋଲସେଲ ମୂଲ୍ୟ ପ୍ରାୟ ୧୨ ଆମେରିକୀୟ ଡଲାର ।[11] ସଂଯୁକ୍ତ ରାଷ୍ଟ୍ରରେ ଏହାର ଏକ ମାସର ଖର୍ଚ୍ଚ ପ୍ରାୟ ୩.୧୯ ପାଉଣ୍ଡ । [12]