![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/0/08/LOKESH_RAHUL_%252815573141953%2529.jpg/640px-LOKESH_RAHUL_%252815573141953%2529.jpg&w=640&q=50)
କେ. ଏଲ. ରାହୁଲ
ଭାରତୀୟ କ୍ରିକେଟ ଖେଳାଳି / From Wikipedia, the free encyclopedia
କୂମର ଲୋକେଶ ରାହୁଲ ( ଜନ୍ମ ୧୮ ଏପ୍ରିଲ ୧୯୯୨) ଜଣେ ଭାରତୀୟ ଅନ୍ତର୍ଜାତିକ କ୍ରିକେଟ ଖେଳାଳି । ସେ ୨୦୧୦ ୧୯ ବର୍ଷରୁ ତଳ ବିଶ୍ୱ କପରେ ଖେଳିଥିଲେ । ୨୦୧୪ -୧୫ରେ ଅନ୍ତର୍ଜାତିକ ଖେଳକୁ ଆସିଥିବା ରାହୁଲ ସମସ୍ତ ୩ ପ୍ରକାର ଫର୍ମାଟରେ ଶତକ କରିଥିବା ଖେଳାଳି । ସେ ଏକଦିବାସୀୟ ଅନ୍ତର୍ଜାତିକ ମେଚରେ ପଦାର୍ପଣରେ ଶତକ ଅର୍ଜନ କରିଥିବା ପ୍ରଥମ ଭାରତୀୟ । T୨୦ରେ ତାଙ୍କର ୪୬ ବଲରେ ୧୦୦ ରନ ବିଶ୍ୱର ଦ୍ୱିତୀୟ ଦ୍ରୁତତମ ଶତକ । ପୁଣି ୱେଷ୍ଟ ଇଣ୍ଡିଜ ବିରୁଦ୍ଧରେ ତାଙ୍କର ୫୧ ବଲରେ ୧୧୦ ଅବିଜିତ ସ୍କୋର ଏକ ମାଇଲ ଷ୍ଟୋନ କୁହାଯାଏ । ୩ଟି ଯାକ ଫର୍ମାଟ ପ୍ରଥମ ଶତକ ସେ କେବଳ ବାଉଣ୍ଡରୀରେ କରିଥିଲେ ।
Quick Facts ବ୍ୟକ୍ତିଗତ ତଥ୍ୟ, ନାମ ...
![]() Rahul at the Sydney Cricket Ground in January 2015 | ||||||||||||||||||||||||||||||||||||||||||||||||||||||||||||||||||
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | Kannur Lokesh Rahul[1] | |||||||||||||||||||||||||||||||||||||||||||||||||||||||||||||||||
ଜନ୍ମ | (1992-04-17) ୧୭ ଅପ୍ରେଲ ୧୯୯୨ (ବୟସ ୩୨) Mangalore, Karnataka, India | |||||||||||||||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | Right-handed | |||||||||||||||||||||||||||||||||||||||||||||||||||||||||||||||||
ଭୂମିକା | Batsman; Occasional wicket-keeper | |||||||||||||||||||||||||||||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଟେଷ୍ଟ (cap 284) | 26 December 2014 v Australia | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଟେଷ୍ଟ | 26 September 2016 v New Zealand | |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଦିନିକିଆ (cap 213) | 11 June 2016 v Zimbabwe | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଦିନିକିଆ | 15 June 2016 v Zimbabwe | |||||||||||||||||||||||||||||||||||||||||||||||||||||||||||||||||
ଦିନିକିଆ ଜାମା ନମ୍ବର | 11 | |||||||||||||||||||||||||||||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
Years | Team | |||||||||||||||||||||||||||||||||||||||||||||||||||||||||||||||||
2010–present | Karnataka | |||||||||||||||||||||||||||||||||||||||||||||||||||||||||||||||||
2013, 2016-present | Royal Challengers Bangalore | |||||||||||||||||||||||||||||||||||||||||||||||||||||||||||||||||
2014–2015 | Sunrisers Hyderabad (squad no. 11) | |||||||||||||||||||||||||||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: Cricinfo, 02 September 2016 |
Close