ଆଥଲେଟିକସ ପ୍ରତିଯୋଗୀ From Wikipedia, the free encyclopedia
କଳାଇଥୁମାକୁଝି ମାଥ୍ୟୁସ ବିନାମୋଲ , ଜଣେ ପୂର୍ବତନ ଭାରତୀୟ ମହିଳା ଆଥଲେଟ । ତାଙ୍କର ଜନ୍ମ ୧୫ ଅଗଷ୍ଟ ୧୯୭୫ରେ କେରଲ ରାଜ୍ୟର ଇଦଦୁକି ଜିଲ୍ଲାର କୋମ୍ବିଦିଞ୍ଜାଳ ନାମକ ଗ୍ରାମରେ ହେଇଥିଲା ।
![]() | |||||||||||||||||||||||||||||||||||||||||||||||||||
ବ୍ୟକ୍ତିଗତ ତଥ୍ୟ | |||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ପୂରା ନାମ | କଲୟାଠୋମକୁଜି ମ୍ୟାଥ୍ୟୁସ୍ ବୀଣାମୋଲ | ||||||||||||||||||||||||||||||||||||||||||||||||||
ଜାତୀୟତା | ଭାରତୀୟ | ||||||||||||||||||||||||||||||||||||||||||||||||||
ବର୍ଗ | ମାଲାୟଲି | ||||||||||||||||||||||||||||||||||||||||||||||||||
ନାଗରିକତା | ଭାରତୀୟ | ||||||||||||||||||||||||||||||||||||||||||||||||||
ଜନ୍ମ | କୋମ୍ବିଡ଼ିଞ୍ଜଲ୍, ଇଡ଼ୁକି, କେରଳ | ୧୫ ଅଗଷ୍ଟ ୧୯୭୫||||||||||||||||||||||||||||||||||||||||||||||||||
ସକ୍ରିୟ ବର୍ଷ | ୧୯୯୦ - ୨୦୦୪ | ||||||||||||||||||||||||||||||||||||||||||||||||||
ନିୟୋଗକର୍ତ୍ତା | ଭାରତୀୟ ରେଳ | ||||||||||||||||||||||||||||||||||||||||||||||||||
ଉଚ୍ଚତା | 163 cm (5 ft 4 in)[୧] | ||||||||||||||||||||||||||||||||||||||||||||||||||
ଓଜନ | 50 kilograms (110 lb)[୧] | ||||||||||||||||||||||||||||||||||||||||||||||||||
ପତି/ପତ୍ନୀ | ଡଃ ବିବେକ ଜର୍ଜ | ||||||||||||||||||||||||||||||||||||||||||||||||||
Sport | |||||||||||||||||||||||||||||||||||||||||||||||||||
ଦେଶ | ଭାରତ | ||||||||||||||||||||||||||||||||||||||||||||||||||
କ୍ରୀଡ଼ା | ଦୌଡ଼କୁଦ | ||||||||||||||||||||||||||||||||||||||||||||||||||
Event(s) | Sprint (୪୦୦ ମିଟର୍) Middle-distance (800 m) Relay (4 × 400 m) | ||||||||||||||||||||||||||||||||||||||||||||||||||
Coached by | ରାଜୁ ପଲ୍ | ||||||||||||||||||||||||||||||||||||||||||||||||||
Achievements and titles | |||||||||||||||||||||||||||||||||||||||||||||||||||
Personal best(s) | 400 m: 51.21 (Kiev, 2000)[୨] 800 m: 2:02.01 (New Delhi, 2002)[୨] 4 × 400 m relay: 3:26.89 (Athens, 2004) NR | ||||||||||||||||||||||||||||||||||||||||||||||||||
Medal record
|
କୌଣସି ଆନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଭାଇ ଭଉଣୀ ଯୋଡି ଏକ ସଙ୍ଗେ ପଦକ ଜିତିବାରେ ବୀଣାମୋଲ ଓ ତାଙ୍କ ଭାଇ କେ. ଏମ. ବିନୁ ଭାରତର ଏକମାତ୍ର ଯୋଡି ଭାବରେ ରହିଛନ୍ତି । ବୀଣାମୋଲ ମହିଳା ବିଭାଗର ୪୦୦ ମିଟର ରିଲେ ଓ ୮୦୦ ମିଟରରେ ଭାଗ ନେଉଥିଲେ । ୨୦୦୦ ମସିହା ଅଲମ୍ପିକ୍ସରେ ସେ ସେମିଫାଇନାଲ ପର୍ଯ୍ୟନ୍ତ ପହଞ୍ଚିବାରେ ପି.ଟି. ଉଷା ଓ ସିନି ଉଇଲିୟମଙ୍କ ପରେ ତୃତୀୟ ମହିଳା ଭାରତୀୟ ଆଥଲେଟ ।
ବୁଶାନଠାରେ ହେଇଥିବା ଏସିୟ କ୍ରୀଡ଼ାରେ ସେ ମହିଳା ବିଭାଗର ୮୦୦ ମିଟର ଦୌଡ ଏବଂ ୪x୪୦୦ ମିଟର ମହିଳା ଦୌଡ ପ୍ରତିଯୋଗୀତାରେ ସ୍ୱର୍ଣ ପଦକ ପ୍ରାପ୍ତ ହେଇଥିଲେ .[୩][୪][୫]
Year | Competition | Venue | Position | Event | Notes |
---|---|---|---|---|---|
2000 | Asian Championships | Jakarta, Indonesia | ![]() |
4 × 400 m relay | 3:31.54 |
![]() |
400 m | 51.41 | |||
2002 | Asian Games | Busan, South Korea | ![]() |
800 m | 2:04.17 |
![]() |
4 × 400 m relay | 3:30.84 | |||
୨୦୦୪ | Olympic Games | Athens, Greece | 6th | 4 × 400 m relay | 3:26.89 NR |
୨୦୦୦ ମସିହାରେ ଭାରତ ସରକାର ତାଙ୍କୁ ସମ୍ମାନଜନକ ଅର୍ଜୁନ ପୁରସ୍କାର ପ୍ରଦାନ କରିଥିଲେ । .[୬][୭] ପୁନର୍ବାର ସେ ୨୦୦୨-୨୦୦୩ ମସିହା ପାଇଁ ଅଞ୍ଜଲି ବେଦପାଠକ ଭଗବତଙ୍କ ସହ ଯୁଗ୍ମ ଭାବରେ " ରାଜୀବ ଗାନ୍ଧୀ ଖେଳ ରତ୍ନା" ପୁରସ୍କାର ଲାଭ କରିଥିଲେ । .[୮][୯] ୨୦୦୪ ମସିହାରେ ସେ ନାଗରକା ସମ୍ମାନ ପଦ୍ମଶ୍ରୀ ପ୍ରାପ୍ତ ହେଇଥିଲେ । i.[୧୦]
ବିନାମୋଲ ବିବେକ ଜର୍ଜ ନାମକ ଜଣେ ପାଥୋଲଜିଷ୍ଟଙ୍କୁ ବିଭାହ କରିଛନ୍ତି ଓ ତାଙ୍କର ୨ ସନ୍ତାନ ରହିଛନ୍ତି ।
Seamless Wikipedia browsing. On steroids.