![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/4/48/Gay_Pride_Flag.svg/langor-640px-Gay_Pride_Flag.svg.png&w=640&q=50)
ଏଲଜିବିଟି
ଲେସବିୟାନ୍, ସମଲିଙ୍ଗୀ, ବାଇସେକ୍ସୁଆଲ୍ ଏବଂ ଟ୍ରାନ୍ସଜେଣ୍ଡର ବ୍ୟକ୍ତି LGBT, କିମ୍ବା GLBT ପାଇଁ ପ୍ରାରମ୍ଭିକତା ହେଉ / From Wikipedia, the free encyclopedia
ଏଲଜିବିଟି କିମ୍ବା ଜିଏଲବିଟି ହେଉଛି ବିଭିନ୍ନ ଶବ୍ଦମାନଙ୍କର ଅଗ୍ରାକ୍ଷରରେ ଗଠିତ ଏକ ଶବ୍ଦ । ଏହା ଲେସବିଆନ, ଗେ, ବାଇସେକ୍ସୁଆଲ ଏବଂ ଟ୍ରାନ୍ସଜେଣ୍ଡରକୁ ନେଇ ଗଠିତ । ୧୯୯୦ ମସିହାରୁ ଏହି ଶବ୍ଦଟି ପ୍ରଚଳିତ ହୋଇ ଆସୁଅଛି । ପରେ ଏହି ପରିବାରରେ କ୍ୟୁରମାନଙ୍କୁ ଯୋଡ଼ା ଯାଇ ପୁରା ଶବ୍ଦ ଏବେ ଏଲଜିବିଟିକ୍ୟୁ ଉପଯୋଗ କରାଯାଉଛି ।
![Thumb image](http://upload.wikimedia.org/wikipedia/commons/thumb/4/48/Gay_Pride_Flag.svg/320px-Gay_Pride_Flag.svg.png)
ଏହି ଶବ୍ଦଟି କେବଳ ଯେଉଁମାନେ ଅସମଲିଙ୍ଗି ନୁହଁନ୍ତି ଯଥା ଗେ, ଲେସବିଆନ ଆଦିଙ୍କୁ ନବୁଝାଇ ବିଭିନ୍ନ ସେକ୍ସୁଆଲିଟି ଏବଂ ଲିଙ୍ଗଗତ ସଂସ୍କୃତି ବିଷୟରେ ପ୍ରତିନିଧିତ୍ୱ କରିଥାଏ ।