![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/1/13/Usha_Mangeshkar_2007_-_still_19426_crop.jpg/640px-Usha_Mangeshkar_2007_-_still_19426_crop.jpg&w=640&q=50)
ଉଷା ମଙ୍ଗେସକର
ଭାରତୀୟ ଗାୟିକା / From Wikipedia, the free encyclopedia
ଉଷା ମଙ୍ଗେସକର (ଜନ୍ମ : ୧୫ ଡିସେମ୍ବର ୧୯୩୫) ଜଣେ ଭାରତୀୟ କଣ୍ଠଶିଳ୍ପୀ । ସେ ଓଡ଼ିଆ ଓ ହିନ୍ଦୀ ସମେତ ମରାଠୀ, ବଙ୍ଗଳା, ମଣିପୁରୀ, କନ୍ନଡ଼, ନେପାଳୀ, ଭୋଜପୁରୀ, ଗୁଜରାଟୀ, ଅହମିୟା ଆଦି ଭାଷାର ଗୀତରେ କଣ୍ଠଦାନ କରିଛନ୍ତି ।
Quick Facts ଉଷା ମଙ୍ଗେସକର, Background information ...
ଉଷା ମଙ୍ଗେସକର | |
---|---|
![]() ଉଷା ମଙ୍ଗେସକର ୨୦୦୭ ମସିହାରେ | |
Background information | |
ଜନ୍ମ | (1935-12-15) ୧୫ ଡିସେମ୍ବର ୧୯୩୫ (ବୟସ ୮୮) ଇନ୍ଦୋର, ମଧ୍ୟ ପ୍ରଦେଶ, ଭାରତ |
ଶୈଳୀ | ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ, ପ୍ରଚ୍ଚଦପଟ୍ଟ ଗାୟନ |
ପେଷା | କଣ୍ଠଶିଳ୍ପୀ |
କାର୍ଯ୍ୟକାଳ | ୧୯୫୪ରୁ ଏପର୍ଯ୍ୟନ୍ତ |
Close